ETV Bharat / bharat

ଜୁନ ୨ ରାଶିଫଳ: ପଦନ୍ନୋତି ପାଇବେ, ଭ୍ରମଣ ଯୋଗ ରହିଛି - DAILY HOROSCOPE - DAILY HOROSCOPE

Horoscope Of 2nd June: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)
author img

By ETV Bharat Odisha Team

Published : Jun 2, 2024, 12:00 AM IST

ମେଷ: ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ । ଅବଶ୍ୟ, ଏହା ଆପଣଙ୍କର ଚିନ୍ତାଧାରା ଏବଂ ପଦକ୍ଷେପକୁ ପ୍ରଭାବିତ କରିପାରିବ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସାମାନ୍ୟ ବିଚଳିତ ହୋଇପାରନ୍ତି । ତେଣୁ ଧ୍ୟାନ କରନ୍ତୁ କିମ୍ୱା ମ୍ୟୁଜିକ୍‌ ଶୁଣି ନିଜକୁ ନିୟନ୍ତ୍ରଣ କରନ୍ତୁ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ARIES)

ବୃଷ: ଏକ ଭାଗ୍ୟଶାଳୀ ଦିନ ଆପଣଙ୍କ ଅପେକ୍ଷାରେ ଅଛି । କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ଆପଣ କାର୍ଯ୍ୟରେ ପଦୋନ୍ନତି ହୋଇପାରେ କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟରେ କରିଥିବା କୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (TAURUS)

ମିଥୁନ: ଆଜି ନକ୍ଷତ୍ରଗଣ ଅନ୍ତିମରେ ଆପଣଙ୍କ ସପକ୍ଷରେ ଅଛନ୍ତି । ଅତି କମ୍‌ରେ ଆପଣ ସନ୍ତୁଷ୍ଟି ଅନୁଭବ କରିବେ ଏବଂ ଦିନ ଶେଷରେ ଶାନ୍ତିରେ ଶୋଇପାରିବେ । ବନ୍ଧୁମାନଙ୍କ ଠାରୁ ଉପହାର ଏବଂ ସହକର୍ମୀ ମାନଙ୍କ ଠାରୁ ସହଯୋଗ ପାଇବେ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (CANCER)

କର୍କଟ: ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ । ଆପଣ ଆପଣଙ୍କ ସିନିଅର୍‌ମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି ଏବଂ ସେମାନେ ଆପଣ ପରଫର୍ମାନ୍ସରେ ଅତ୍ୟନ୍ତ ଖୁସି ହୋଇପାରନ୍ତି । ଆପଣଙ୍କର ପଦୋନ୍ନତି ହୋଇପାରେ । ଆପଣ ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (LEO)

ସିଂହ: ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ଆଜି ବାହାରକୁ ଯାଇ ରାତ୍ରିଭୋଜନ କରନ୍ତୁ ନାହିଁ । ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ । ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କରନ୍ତୁ ମାନସିକ ଶାନ୍ତି ପାଇବେ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (VIRGO)

କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ନଚେତ୍‍ ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଆପଣ ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍‍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ତର୍କବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ । ଜଳାଶୟ ବା ଜଳ ଠାରୁ ଦୂରତାକୁ ରକ୍ଷା କରନ୍ତୁ । ଖର୍ଚ୍ଚ ବୃଦ୍ଧି ହୋଇପାରେ । ଆପଣ ବେଆଇନ ବା ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (LIBRA)

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମସନ୍ତୋଷ ଲାଭ କରିବେ । ଆଜି ଆପଣ ନିଜର ପସନ୍ଦ ମୁତାବକ ସୌଖିନ ପଦାର୍ଥ, ନୂଆ ଲୁଗାପଟା ଓ ଗହଣା ଗାଣ୍ଠି କିଣି ଘର ଆଲମିରା ଭର୍ତ୍ତି କରିପାରନ୍ତି । ଆପଣଙ୍କ ଶରୀର ସୁସ୍ଥ ରହିବ । ମାନସିକ ଶାନ୍ତି ମଧ୍ୟ ଅତୁଟ ରହିବ । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ସୁସ୍ୱାଦୁ ଭୋଜନ କରି ଆତ୍ମତୃପ୍ତି ଲାଭ କରିବେ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (SCORPIO)

ବିଛା: ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ। ନିଶ୍ଚିତ ଭାବରେ, ଆପଣ ବ୍ୟବସାୟ-ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍‌ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ। ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ତେଣୁ, ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ସମସ୍ତେ ଲାଭବାନ ହେବେ ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ଯେତେବି କଠିନ ପରିଶ୍ରମ କରନ୍ତୁ, ଆପଣଙ୍କ କୌଣସିଥିରେ ଆଗ୍ରହ ରହିବ ନାହିଁ । ସର୍ବ ସାଧାରଣରେ ଆପଣଙ୍କ ଯୁକ୍ତିତର୍କ ହେବ ଏବଂ ଆପଣ ନିଜର ମାନସିକ ଶାନ୍ତି ହରାଇ ପାରନ୍ତି ଏବଂ ତା ସହିତ ସାମାଜିକ ଆତ୍ମସମ୍ମାନ ପ୍ରତି ମଧ୍ୟ ଆଘାତ ହୋଇପାରେ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (CAPRICORN)

ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରଥମାର୍ଦ୍ଧରେ କର୍ମଜୀବୀମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆପଣ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ଅବସ୍ଥାରେ କିଛି ଅବନତି ଦେଖାଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମନରୁ ଦୁଃଶ୍ଚିନ୍ତା ପ୍ରତ୍ଯାହାର କରନ୍ତୁ । ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (AQUARIUS)

କୁମ୍ଭ: ଆଜି ଦିନଟିର ଶୁଭଙ୍କର ହେବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବୀମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ଏଥିପାଇଁ ଆପଣ ଅବସର ସମୟରେ ଆମୋଦ ପ୍ରମୋଦରେ ଲିପ୍ତ ରହିବେ । ବନ୍ଧୁ ଓ ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି ।

ଜୁନ ୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (GEMINI)

ମୀନ: ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅନ୍ତ୍ୟନ୍ତ ଶୁଭ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୁଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବେ ଏବଂ ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.