ETV Bharat / bharat

ମେ 29 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - DAILY HOROSCOPE - DAILY HOROSCOPE

Horoscope Of 29th May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 12:03 AM IST

ମେଷ: ଆପଣଙ୍କର ସମସ୍ତ ଇଚ୍ଛା ଆଜି ପୂରଣ ହେଲାଭଳି ମନେ ହେବ । ଏହି ଇଚ୍ଛା ଆପଣଙ୍କର ମନୋବୃତ୍ତିକୁ ପ୍ରଭାବିତ କରି ରଖିବ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଯଦି ତଥାପି ମଧ୍ୟ କିଛି ପାଇ ପାରିଲେ ନାହିଁ, ତେବେ ଆଶା ହରାନ୍ତୁ ନାହିଁ ।

ବୃଷ: ଏହା ଏକ ମଧ୍ୟମ ଧରଣର ଦିନ ଅଟେ । ବିଦେଶୀବନ୍ଧୁ ମାନଙ୍କ ଠାରୁ କିଛି ସଂବାଦ ପାଇବେ ଏବଂ ଯେଊଁ ମାନେ ବିଦେଶ ଯିବାପାଇଁ ସଜବାଜ ହୋଇଛନ୍ତି ସେମାନଙ୍କୁ ମୌକା ମିଳିପାରେ । କୌଣସି ଧାର୍ମିକ ସ୍ଥାନକୁ ବୁଲି ଯାଇପାରନ୍ତି । ଚାକିରିଆମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ ।

ମିଥୁନ: ସମସ୍ତ ଦୁଃଶ୍ଚିନ୍ତାକୁ ଦୂରରେ ରଖନ୍ତୁ । ଏହା ନକରିବା ଦ୍ବାରା ଦୁଃଖ କଷ୍ଟ ପାଇବେ । ଏକ ନୂତନ କର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହିଦିନଟି ତୁମ ସପକ୍ଷରେ ନୁହେଁ କିନ୍ତୁ ଅଧିକ ରାଗିଯିବା ଭଲ ନୁହଁ । ଏହା ତୁମ ଚରିପାଖେ ଥିବା ଲୋକମାନଙ୍କ ସହ ସଂବନ୍ଧରେ ବାଧା ଉପୁଜାଇ ପାରେ । ନିଜ ଖର୍ଚ୍ଚ ଉପରେ କଟକଣା ରଖନ୍ତୁ ।

କର୍କଟ: ଏକ ସୁନ୍ଦର ସୁଯୋଗଥିବା ଦିନ ଅଟେ । ହସ ଖୁସିରେ ଦିନଟି ଭରିରହିଛି ବୋଲି ଜାତକରୁ ଜଣାପଡେ। ଆଉ ତୁମେ ଶାରୀରିକ ସ୍ଥରରେ ସୁସ୍ଥ ରହିବ। ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଓ ଅଥବା ବୁଲାବୁଲିରେ ଯିବାକୁ ଭାବୁଥାଓ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ, ତେବେ ଏହାଠୁ ଭଲଦିନ ଆଉ ନାହିଁ । ତୁମେ ତୁମର ସାମାଜିକ କାମ ପାଇଁ ପ୍ରସଂଶା ଭାଜନ ହେବ । ସଂକ୍ଷେପରେ ଏହା ମନେରଖିବାର ଦିନଟି ଅଟେ ।

ସିଂହ: ଆଜି ଏକ ସାଧାରଣ ଦିନ ରହିବ । ତୁମ କ୍ରୋଧ ଉପରେ ନଜର ରଖ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ । ତୁମର କାର୍ଯ୍ୟାଳୟରେ ଅଣନିଶ୍ଵାସୀ ହୋଇଯିବ ଯେହେତୁ କାର୍ଯ୍ୟଭାର ଅଧିକ ଅଟେ । ଏପରିକି ଅଧିକ ପରିଶ୍ରମ କରି ମଧ୍ୟ ଅସଫଳତା ପାଇବେ ।

କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍‌ ବୁଡିଯାଇପାରେ । ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଏ ।

ତୁଳା: ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ । ଗ୍ରହ ସ୍ଥିତି କାରଣରୁ ତୁମ ଦିନଟି ସେତେ ସହଜ ହେବନାହିଁ । ଅଧିକ ସହଜରେ ଦୁଃଖି ହୋଇଯାଉଥିବା କାରଣରୁ ଏହା ହୋଇପାରେ । ତେଣୁ ତୁମେ ଧର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବ । କିଛି ନିଶ୍ଚିତ ଭାବରେ ତୁମର ଚିନ୍ତା ରହିବ ଯାହା ତୁମର ଭାବନାକୁ ଗ୍ରାସ କରିବ । ତୁମ ପ୍ରତିଷ୍ଠାକୁ ଧକା ଲାଗିବ ଏବଂ ପ୍ରିୟଜନଙ୍କ ସହ ଯୁକ୍ତିତର୍କରେ ଶେଷ ହେବ ।

ବିଛା: ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ଦିନ ଅଟେ । ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ । ତୁମେ ଦିନସାରା ଆନନ୍ଦ ଅନୁଭବ କରିବେ ଏବଂ ବହୁ କଠିନ ସଂପର୍କ ଦ୍ୱାରା ମନପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ତୁମେ ଜୀବନସାଥିଙ୍କ ସହ ଆଲୋଚନା କରିବ । ଜାତକରେ ଆର୍ଥିକ ସ୍ଥିତି ମଜଭୁତ, ଏବଂ ସଂପୁର୍ଣ ଭାଗ୍ୟଶାଳୀ ଦେଖାଯାଉଛି । ଛୋଟିଆ ଯାତ୍ରା ସାଙ୍ଗ ମାନଙ୍କସହିତ ଖୁସିଦାୟକ ହେବ ଏବଂ ଏକ ଚିନ୍ତା କରିନଥିବା କାର୍ଯ୍ୟକ୍ଷେତ୍ରରୁ ବିଜୟ ମିଳିବ ।

ଧନୁ: ଆଜି ଏକ ମଧ୍ୟମ ଧରଣ ଦିନଟି ଅଟେ । ତୁମେ କୌଣସି ଏକ ନିର୍ଣ୍ଣାୟକ କଥାରେ ଦ୍ୱିବିଧାରେ ପଡିପାର । ଆଜି ଅସୁରକ୍ଷିତ ଅନୁଭବ କରିବେ । ନିଜେ ଧିର ସ୍ଥିର ଭାବେ ରୁହ, ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ । ଯଦି ତୁମେ କିଛି ଅଘଟଣ ହେବାର ସୂଚନା ପାଉଛ ବା କ୍ଷତି ହେବା କଥା ଭାବୁଛ ତେବେ ତୁମ କର୍ମ କ୍ଷେତ୍ରରେ, ଅନ୍ତରର ସହ ଦେଖ, ଅତିଶୀଘ୍ର ସବୁ ଭଲ ହୋଇଯିବ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢିପାରେ ।

ମକର: ଆପଣଙ୍କ ଗ୍ରାହସ୍ଥ୍ୟ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ । କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ । ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ସନ୍ଧ୍ୟାରେ ଆପଣଙ୍କ ପ୍ରିୟତମା ପତ୍ନୀଙ୍କ ସହ ଚଳଚିତ୍ର ଦେଖିବାକୁ ଯାଇପାରନ୍ତି କିମ୍ୱା ବନ୍ଧୁମାନଙ୍କ ସହ ରାତ୍ରିଭୋଜନର ମଜା ନେଇପାରନ୍ତି ।

କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି କ୍ଲାନ୍ତ ଜଣା ପଡିବ । ଆପଣଙ୍କ ପରିବାର ସଦସ୍ୟଙ୍କ ସାମନାରେ ମଧ୍ୟ ଆପଣ ଝୁକି ପାରନ୍ତି । ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍‌କାନୁନ୍‌ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଅଧିକା ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସାଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତି ମାନଙ୍କର ବନ୍ଧୁ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ । ବ୍ୟବସାୟ ଦୃଷ୍ଟିରୁ ଆର୍ଥିକ ଲାଭ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.