ETV Bharat / bharat

ଏପ୍ରିଲ 27 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - HOROSCOPE

author img

By ETV Bharat Odisha Team

Published : Apr 27, 2024, 12:01 AM IST

Horoscope Of 27th April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ନିଜର କଥା ଓ ବ୍ୟବହାର ସୁଧାରନ୍ତୁ । ଶତ୍ରୁ ସଂଖ୍ୟା ବଢିବ । ବିଚଳିତ ହେବେ । ଯାତ୍ରା ବର୍ଜନ କର କାରଣ ଅନେକ ବିପଦର ସମ୍ମୁଖୀନ ହେବେ । ଯେତେ ଦୂର ସମ୍ଭବ ନୂତନ କାର୍ଯ୍ୟ ପ୍ରାରମ୍ଭ ନ କରିବା ଭଲ । ଦେବ ପୂଜାରେ ମନ ଦିଅନ୍ତୁ । ଏହା ମିଶ୍ରିତ ଫଳ ଯୁକ୍ତ ଦିନ ଅଟେ ।

ବୃଷ: କୌଣସି ସାମାଜିକ ଉତ୍ସବରେ ଯୋଗଦେବାର ଯୋଗ ଅଛି । ନିଜ ପରିବାର ସହିତ ବାହାରକୁ ବୁଲିବାକୁ କିମ୍ୱା ବଣଭୋଜି କରିବାକୁ ଯାଇପାରନ୍ତି । ବ୍ୟବସାୟ ସମ୍ବନ୍ଧୀୟ ଚୁକ୍ତି କରିପାରନ୍ତି । ବ୍ୟବସାୟର ଉନ୍ନତି ନେଇ ଚିନ୍ତାରେ ମଗ୍ନ ରହିବେ । ସାମାଜିକ ଜୀବନରେ ନିଷ୍ଠା ଓ ସମ୍ମାନ ବୃଦ୍ଧି ହୋଇପାରେ । ବ୍ୟକ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିପାରିବେ ।

ମିଥୁନ: ଦିନଟି ସୁନ୍ଦର ହେବ । ଘରେ ସବୁ କୁଶଳ ମଙ୍ଗଳ ହେବ । ଘରର ଉନ୍ନତି ହେବ । ଧନ ପ୍ରାପ୍ତି ହେବାର ଆଶଙ୍କା ରହିଛି । କାର୍ଯ୍ୟକ୍ଷେତ୍ରରେ କଷ୍ଟ କରି ଖୁସି ପାଇବେ । ସ୍ତ୍ରୀ ଓ ସାଙ୍ଗଙ୍କ ମତ ବଦଳିବ । ରହିଥିବା କାମ ଗତିଶୀଳ ହେବ । ନିଜର ମନ ସ୍ଥିର କରି କାର୍ଯ୍ୟକ୍ଷେତ୍ରରେ ମନ ଦିଅନ୍ତୁ । ସାଙ୍ଗସାଥି କାମରେ ସହଯୋଗ କରିବେ ।

କର୍କଟ: ଆଜି ସାବଧାନ ରହନ୍ତୁ । ଦେହ ଓ ମନ ଭଲ ରହିବ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଭଲ ଅଟେ । ବ୍ୟସ୍ତତା ଓ ମାନସିକ ଚାପ ବଢିବ । ବଦ୍‌ଖର୍ଚ୍ଚ ବଢିବ । ଭଲ ପାଉଥିବା ବ୍ୟକ୍ତିଙ୍କ ସହ ତିକ୍ତତା ହେବ । ଯାତ୍ରା ବର୍ଜନ କରନ୍ତୁ । ନିଜର ମନରେ ନିୟନ୍ତ୍ରଣ ରଖନ୍ତୁ ।

ସିଂହ: ଆଜି ଦିନଟିରେ ଆପଣ ଟିକିଏ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ଚାଲି଼ଚଳନକୁ ନୀରିକ୍ଷଣ କରନ୍ତୁ । ନିଜ ମାତାଙ୍କ ସଙ୍ଗେ ଆପଣଙ୍କ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ରୁକ୍ଷ ବ୍ୟବହାର ଏବଂ କଥା କହିବାର ଶୈଳୀ ଯୋଗୁଁ ତର୍କର ମୁଖ୍ୟ କାରଣ ହୋଇପାରେ । ଏହାର ସମାଧାନ ଘଟଣା ଘଟିବାର ପ୍ରାରମ୍ଭରୁ ସମାଧାନ ହୋଇଯିବା ଉଚିତ । କାଗଜ ପତ୍ରକାର୍ଯ୍ୟ ଓ ଜଳ ଠାରୁ ସତର୍କତା ଅବଲମ୍ୱନ କରନ୍ତୁ ।

କନ୍ୟା: ଶରୀର ସୁସ୍ଥ ରହିଲେ ମନ ଆପେ ଆପେ ସୁସ୍ଥ ରହିବ । ଏହି ତଥ୍ୟକୁ ଭିତ୍ତିକରି ଆପଣଙ୍କ ଶରୀର ଓ ମନ ଆଜି ସୁସ୍ଥ ରହିବ । ଫଳରେ ଆପଣ ଆଜି ଦିନଟା ସାରା ପ୍ରଫୁଲ୍ଳିତ ରହିବେ । କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ନିଜର ଗୁରୁତ୍ତ୍ୱପୁର୍ଣ୍ଣ ସମୟକୁ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ବିତାଇବେ । ପ୍ରତିଦାନରେ ଆପଣ ସେମାନଙ୍କଠାରୁ ବିନାଚୁକ୍ତିରେ ସାହାଯ୍ୟ ପାଇପାରିବେ । ଆପଣଙ୍କର ଆଧ୍ୟାତ୍ମିକ ଜ୍ଞାନ ଯୋଗୁଁ ପ୍ରତିଷ୍ଠା ଲାଭ କରିବେ ।

ତୁଳା: ଆପଣ ମନ ଏକ ଦୋଳାୟମାନ ଅବସ୍ଥାରେ ରହିବ । ଯାହାଦ୍ୱାରା ଆପଣ କୌଣସି ସିଦ୍ଧାନ୍ତ ନେବାରେ କଷ୍ଟ ଅନୁଭବ କରିପାରନ୍ତି । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାପାଇଁ ଆଜି ଦିନଟି ଆଦୌ ଅନୁକୂଳ ନୁହେଁ । ଆପଣଙ୍କର ଜିଦଖୋର ପ୍ରକୃତି ଆପଣଙ୍କୁ ତଥା ଅନ୍ୟମାନଙ୍କୁ ବହୁ ଅସୁବିଧାରେ ପକାଇପାରେ । ଆଜି ଦିନଟି ଆର୍ଥିକ ସ୍ୱଚ୍ଛଳତା ରହିବ । ନିଜର ଶରୀରର ଯତ୍ନ ନିଅନ୍ତୁ ।

ବିଛା: ଆଜି ଆପଣ ନିଜର ଶରୀର ଓ ମନର ଆବସ୍ଥାକୁ ନିଜ ବଶରେ ରଖିବାକୁ ସମର୍ଥ ହେବେନାହିଁ । ଗୃହର ପରିବେଶ ଶାନ୍ତ ରହିବ । ପାରିବାରିକ ଜୀବନ ସହଜ ଓ ସରଳ ହୋଇପାରେ । ଆପଣ ନିଜର ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ବ୍ୟଗ୍ରତା ପ୍ରକାଶ କରିବେ ଏବଂ ସେମାନଙ୍କର ସୌଖ୍ୟ ଆପଣଙ୍କ ମୁହଁରେ ହସ ଫୁଟାଇବ । ଆପଣ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଯାଇ ସମୟ ଅତିବାହିତ କରିପାରନ୍ତି ।

ଧନୁ: ଆପଣଙ୍କର ବ୍ୟବହାର ଓ କଥାବାର୍ତ୍ତାରେ ସଂମଯତା ରକ୍ଷା ନ କରିବାର ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ । ଆପଣ ଆଜିର ଅଧିକାଂଶ ସମୟ ଯୁକ୍ତିତର୍କ ଏବଂ ଏହାର ଉତ୍ପତ୍ତି ବିଷୟରେ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କର ସୁଖଦୁଃଖରେ ଭିଗୀ ହେବାକୁ ପ୍ରିୟଜନମାନେ ସହଯୋଗ କରିବେ । ଶାରୀରିକ ସୁସ୍ଥତା ଲାଗି ରହିବ ।

ମକର: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆଜି ଆପଣ ନିଜର ଅନ୍ତରଙ୍ଗ ବନ୍ଧୁ ଏବଂ ସ୍ନେହୀ ବନ୍ଧୁବାନ୍ଧବଙ୍କ ସାକ୍ଷାତ ଲାଭ କରିପାରନ୍ତି । ବିବାହ ସୁତ୍ରରେ ଆବଦ୍ଧ ହୋଇ ସ୍ଥାୟୀ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ । କୌଣସି ବନ୍ଧୁଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଉପହାର ପାଇପାରନ୍ତି । ଯାତ୍ରା ଯୋଗ ରହିଛି । ବ୍ୟବସାୟରେ ଆଶାଜନକ ସଫଳତା ମିଳିବ ।

କୁମ୍ଭ: ଆଜି ଆପଣଙ୍କର ଶାରୀରିକ ଏବଂ ମାନସିକ ଶାନ୍ତି ଅବ୍ୟାହତ ରହିବ । ବୃତ୍ତିଗତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଉତ୍ତମ ବୋଲି ଗୃହିତ ହୋଇପାରେ । ଏହା ଆପଣଙ୍କୁ ଉତ୍ସାହ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସହକର୍ମୀମାନଙ୍କ ସହଯୋଗ ପ୍ରଦାନରେ ଅତ୍ୟନ୍ତ ଆନନ୍ଦିତ ହେବେ । ସାମାଜିକ ଜୀବନରେ ଆପଣଙ୍କର ଲୋକପ୍ରିୟତା ଓ ସମ୍ମାନ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନମାନେ ମଧ୍ୟ ଗର୍ବିତ ହେବେ ।

ମୀନ: ଅନ୍ୟଜଣେ ପ୍ରଭାବ ବିସ୍ତାର କରିରଖିଥିବାବେଳେ ଆପଣଙ୍କ ବିଷୟରେ ସନ୍ଦିହୀନ ହୁଅନ୍ତୁ ନାହିଁ । ଆପଣ ନିଜକୁ ଶିଥିଳ ମନେ କରିବେ ଏବଂ ମାନସିକ ଦୁଶ୍ଚିନ୍ତା ବଢିବ । ମୂଲ୍ୟହିନ ଏବଂ ଅଦରକାରୀ ଚିନ୍ତା ମନକୁ ଆଚ୍ଛନ୍ନ କରି ରଖିବ । ପ୍ରତିଯୋଗୀ ଓ ଦୁର୍ନାମ ରଚନାକାରୀଙ୍କ ସହ ଝଗଡା ହେବାର ସମ୍ଭାବନା ଅଛି । ତେଣୁ ସେଇ ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.