ETV Bharat / bharat

ଜାନୁଆରୀ 22 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 22, 2024, 6:14 AM IST

22nd January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜାନୁଆରୀ 22 ରାଶିଫଳ
22nd January Horoscope

ମେଷ: ଆପଣ ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଶେଷ କରି ସମ୍ପର୍କକୁ ସୁରକ୍ଷା ଦେବାକୁ ଚାହିଁବେ । ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। କିଛି ବାକିଆ ଥିବା କାମ ଶେଷ କରିବା ପାଇଁ ଚେଷ୍ଟା କରିବେ ।

ବୃଷ: ଆଜି ଆପଣ ଶାରୀରିକ ଭାବେ ସତର୍କ ଓ ଆଧ୍ୟାତ୍ମିକ ଭାବେ ସତେଜ ରହିବାର ବହୁତ ସମ୍ଭାବନା ଅଛି । ଆପଣ କଳା, ଡିଜାଇନିଂ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ । ଆପଣ ମଧ୍ୟ ବିପରୀତ ଲିଙ୍ଗକୁ ଆକର୍ଷିତ କରିବେ ।

ମିଥୁନ: ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ଦିନ ସାରା ଆପଣ ବ୍ୟସ୍ତତା ଭିତରେ ସମୟ ବିତାଇବେ ।

କର୍କଟ: ଦିନ ସାରା ଆପଣ ଅନେକ ଘଟଣାର ସମ୍ମୁଖୀନ ହେବେ । ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍‍ନା କରିବେ । ଆପଣଙ୍କ ମସ୍ତିଷ୍କ ତୀକ୍ଷ୍ନ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳି ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆହୁରିମଧ୍ୟ, ଆପଣ ଥରେ ଆପଣଙ୍କ ମସ୍ତିଷ୍କକୁ ମୁକ୍ତ କରିଦେଲେ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ । ଆପଣ ଆପଣଙ୍କ ଘର ଭିତର ସଜାସଜିରେ କିଛି ପରିବର୍ତ୍ତନ କରିପାରନ୍ତି ।

ସିଂହ: ଅତ୍ୟଧିକ ତ୍ରୁଟି କେବଳ ଦୂରରୁ ମଜାଳିଆ ଦେଖାଯାଏ । ଅଧିକ ଚିନ୍ତା କରନ୍ତୁ ନାହିଁ । ହାଲୁକା ହୁଅନ୍ତି ଓ ବିଶ୍ରାମ ନିଅନ୍ତୁ । ଆଜି ଯାହା ହେଉ ନା କାହିଁକି, ଆପଣ ମୁଣ୍ଡ ଆରାମରେ ଥଣ୍ଡା ରଖନ୍ତୁ ଯାହା ଆପଣ ବହୁତ ଦିନ ହେଲା କରି ନାହାନ୍ତି ।

କନ୍ୟା: ଆପଣ ଆଜି ମାଆ ହଂସ ଭଳି ହୋଇପାରନ୍ତି - ହ୍ରିଂସକ ଭାବେ ସୁରକ୍ଷାତ୍ମକ ଓ ତୀବ୍ର ଏକାନ୍ତ । ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ବିଳମ୍ଵତା ଶେଷରେ ସମ୍ପୂର୍ଣ୍ଣ ହେବ କାରଣ ଆପଣଙ୍କ ଦିନ ଘଟଣାମୟ ରହିବ ।

ତୁଳା: ଆପଣ ଏକ ପୁରୁଣା ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି । ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ଭଲ ପାଇବା ପାଇବେ । ପ୍ରେମରେ ସବୁ କିଛି ସମ୍ଭବ । ଅପରାହ୍‍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ ସଂଧ୍ୟା ସମୟ ଆପଣଙ୍କ ମଉଜ ମଜଲିସରେ ଯିବ ।

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । କାର୍ଯ୍ୟସ୍ଥଳରେ ଠିକ କାମ ଆପଣଙ୍କ ପାଖକୁ ଆସିଛି । ଘରେ ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ ।

ଧନୁ: ଗତ କିଛି ଦିନ ହେଲାଣି ଯେଉଁ ରହସ୍ୟ ଆପଣଙ୍କୁ ବ୍ୟସ୍ତ କରିଥିଲା ସେଥିରୁ ଆଜି ପରଦା ଉଠିବ ଓ ଆପଣ ସତ୍ୟତା ବିଷୟରେ ଜାଣିବେ । ଆଜି ଆପଣ ଯେଉଁ ସଙ୍ଗତି କରିବେ ତାହା ଆଗକୁ ଆପଣଙ୍କୁ ଲାଭ ଦେବ ।

ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ଏତେ ବଢି ଯାଇଛି ଆପଣଙ୍କ ସହିବା ସୀମା ଅତିକ୍ରମ କରିଯିବ । ଆପଣଙ୍କ ସବୁ ଆଶା ଧିରେଧିରେ ମଉଳି ଯାଉଛି । କିନ୍ତୁ ଆପଣଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତି, ସହଜରେ ହାରିଯିବ ନାହିଁ ଓ ଯୁଦ୍ଧ ଜାରି ରଖିବ । ସମସ୍ତେ ଆପଣଙ୍କ ମାନସିକ ଶକ୍ତି ଓ ଶାରୀରିକ ସହନଶୀଳତାକୁ ଗ୍ରହଣ କରିବେ ଓ ପ୍ରଶଂସା କରିବେ ।

କୁମ୍ଭ: ଆପଣଙ୍କୁ ଏକ ଛାପ ଛାଡିବାର ଅଛି ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ଉଭୟ ରୂପ ଓ ଶାରୀରିକ ଭାବେ । ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ନ ରହିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ, କାରଣ ଏହି ନିଷ୍ପତ୍ତିଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ ।

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.