ETV Bharat / bharat

ମାର୍ଚ୍ଚ 12 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Etv Bharat Horoscope

12th March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope
author img

By ETV Bharat Odisha Team

Published : Mar 12, 2024, 12:00 AM IST

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଂଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି ।

ବୃଷ: ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ ।

ମିଥୁନ: ମଜବୁତ ଶାରିରୀକ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କୁ ଆଜି ସନ୍ତୁଷ୍ଟ ଏବଂ ଆନନ୍ଦମୟ ରହିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବେଶ ଅନୁକୂଳ ରହିବ, ଆପଣ ହୁଏତ ପୁରସ୍କାର ପାଇପାରନ୍ତି କିମ୍ୱା ଅଫିସ୍‌ ପଦବୀରେ ଉନ୍ନତି ହୋଇପାରେ । ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଫଳପ୍ରଦ ହେବ ଏବଂ ଆପଣ ସେଥିରୁ ଲାଭବାନ ହେବେ ।

କର୍କଟ: ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍‌ ଏବଂ କଣ ଠିକ୍‌ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ କିମ୍ୱା ଏକ୍ସକରସନ୍‌ରୁ ଆପଣ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହିତ ଯାଇ ପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ ।

ସିଂହ: ଆଜି ଆପଣଙ୍କ ପାଇଁ ବିରୋଧାତ୍ମକ ଗ୍ରହିକ ପ୍ରଭାବ ଗଚ୍ଛିତ ଅଛି । ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ଯାହା ବି କରନ୍ତୁ, ସତର୍କତା ଅବଲମ୍ବନ କରିବେ । ଯତ୍ନଶୀଳ ହୁଅନ୍ତୁ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଅକସ୍ମାତ୍‌ ଖରାପ ହୋଇପାରେ । ଅସୁସ୍ଥତା ଦୃଷ୍ଟିରୁ ଆପଣଙ୍କୁ ହଠାତ୍‌ ଖର୍ଚ୍ଚ କରିବାକୁ ପଡିପାରେ ।

କନ୍ୟା: ଲୋକପ୍ରିୟତା, କ୍ଷମତାରେ ବୃଦ୍ଧି, ପ୍ରଶଂସା ଏବଂ ସାମାଜିକ ଯଶ ଆପଣଙ୍କ ଅପେକ୍ଷାରେ ଅଛି । ଆପଣ କରିଥିବା କଠିନ ପରିଶ୍ରମର ଫଳର ଲାଭ ପାଇବାକୁ ପ୍ରସ୍ତୁତ ରହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ଘରେ ହେଉ ସଂପର୍କ ବଜାୟ ରଖନ୍ତୁ ଏବଂ ସେଥିରେ ଉନ୍ନତି କରନ୍ତୁ । ଆପଣ ନିଜକୁ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ । ଏକ ଗାଡି କିମ୍ୱା ମୂଳ୍ୟବାନ ଅଳଙ୍କାର କିଣି ଆପଣ ନିଜକୁ ପୁରସ୍କୃତ କରିପାରନ୍ତି ।

ତୁଳା: ମୋଟ ଉପରେ ଆଜି ପାଇଁ ଭଲ ଦିନ ରହିବ । ପରିବାର ଏବଂ ଘର ଦୃଷ୍ଟିକୋଣରୁ ଭଲ ରହିବ ଯେଉଁଠାରେ ଆପଣଙ୍କ ମନପ୍ରାଣ ରହିଛି । ଏହା ଦ୍ୱାରା ମଧ୍ୟ ଆପଣ ମାନସିକ ଶାନ୍ତି ଏବଂ ସ୍ଥିରତା ପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ରରେ କନିଷ୍ଠ ଅଧିକାରୀ, ସହକର୍ମୀ ଏବଂ ପରିଷ୍ଠ ଅଧିକାରୀଙ୍କ ସହିତ ସୌହାର୍ଦପୂର୍ଣ୍ଣ ପରିବେଶ ରହିବ । ଆପଣଙ୍କ ମାନସିକ ସ୍ତର ମଧ୍ୟ ଭଲ ରହିବ ।

ବିଛା: ଆଜି ଗୃହ ପରିବେଶ ଶାନ୍ତ ରହିବ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇପାରନ୍ତି । ଆପଣ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ ଏବଂ ନିଜର ପ୍ରତିଯୋଗୀଙ୍କୁ କାର୍ଯ୍ୟରେ ପରାସ୍ତ କରି ସଫଳତା ଲାଭ କରିବେ । ଜଣେ ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ କରି ଉତଫୁଲିତ ହେବେ । ମାମୁଁ ଘରୁ ଶୁଭଖବର ପାଇବାର ସମ୍ଭାବନା ଅଛି ।

ଧନୁ: ଆଜି ପାଇଁ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତୁ । ପେଟ ଗୋଳମାଳ କିମ୍ୱା ଅଜିର୍ଣ୍ଣ ଦୋଷ ପାଇଁ କଷ୍ଟ ଭୋଗିପାରନ୍ତି । ଆପଣ ନିଜର ସନ୍ତାନମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଦିନସାରା ଚିନ୍ତାଗ୍ରସ୍ତ ରହିବେ । ଆପଣଙ୍କର କାର୍ଯ୍ୟର ଅସଫଳତା ପାଇଁ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେବେ । ଆଜି ଆପଣ ନିଜର କ୍ରୋଧକୁ ସଞ୍ଜତ କରି କରନ୍ତୁ । କୌଣସି ଆଲୋଚନାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

ମକର: ଆଜି ଆପଣଙ୍କର ସାମର୍ଥ୍ୟର ଅଭାବ ଏବଂ ନିରୁତ୍ସାହିତ ଭାବ ଶାରୀରିକ ଏବଂ ମାନସିକ ଅସୁସ୍ଥତାର କାରଣ ହୋଇପାରେ । ପରିବାରର ସଦସ୍ୟମାନଙ୍କ ସହ ଝଗଡା ଏହାର ମୁଖ୍ୟ କାରଣ ହୋଇପାରେ । ଆପଣଙ୍କର ଛାତିରେ ଯନ୍ତ୍ରଣା ହୋଇପାରେ କିମ୍ୱା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି । ସାମାଜିକ ଜୀବନରେ ଏପରି ଘଟଣା ଘଟିପାରେ ଯେଉଁଥିପାଇଁ ଆପଣଙ୍କର ପ୍ରତିଷ୍ଠା ଏବଂ ସମ୍ମାନହାନି ହୋଇପାରେ । ନିଜର ମାନସିକ ଅଶାନ୍ତି ପାଇଁ ଆପଣ ଆଜି ନିଜକୁ ଅବସନ୍ନ ଓ ଅସହାୟ ମନେକରି ପାରନ୍ତି ।

କୁମ୍ଭ: ଖୁସିରେ ଆଜି ଦିନଟିକୁ କାଟିବେ । ମାନସିକ ଶାନ୍ତି ଲାଭ କରିବେ ଏବଂ ନିଜକୁ ହାଲୁକା ମନେକରିବେ । ଆପଣ ଆଜି ଚିନ୍ତାମୁକ୍ତ ଥିବାରୁ ଉଲ୍ଳସିତ ହେବେ । ବନ୍ଧୁ ଓ ଭାଇ ଭଉଣୀଙ୍କ ସାନିଧ୍ୟରେ ଆମୋଦ ପ୍ରମୋଦରେ ଦିନଟିକୁ କଟାଇବେ । ଆପଣ ନିଜ ନେତୃତ୍ୱରେ ଏକ ଛୋଟକାଟିଆ ପରିଭ୍ରମଣର ଆୟୋଜନ କରିବେ ଏବଂ ମୌଜ ମଜଲିସ କରିବେ । ନିଜ କାର୍ଯ୍ୟରେ ପ୍ରତିଦ୍ୱନ୍ଦୀମାନଙ୍କୁ ପରାଜିତ କରି ସଫଳତା ହାସଲ କରିବେ ।

ମୀନ: ଆପଣ ଆଜି ନିଜର ଅର୍ଥର ଟିକିନିଖି ହିସାବ କରିବାକୁ ପ୍ରାଧାନ୍ୟ ଦେବେ । ଆଜି ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ଠିକ୍‍ ସମୟରେ ଆପଣଙ୍କର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା ନ କଲେ ଭୁଲବୁଝାମଣା କିମ୍ୱା ଝଗଡାର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ । ଟଙ୍କା ଦିଆନିଆ କାରବାରରେ ନିଜକୁ ସତର୍କ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସଦସ୍ୟମାନଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ନିଜ ମୁଣ୍ଡରେ ମୂଲ୍ୟହୀନ ଚିନ୍ତାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.