ETV Bharat / bharat

ଜୁଲାଇ ୧୭ ବୁଧବାର ରାଶିଫଳ: ସୁନାବେଶରେ ଧନ ଯୋଗ, ଖ୍ୟାତି ଅର୍ଜନ କରିବେ ଏହି ରାଶି - DAILY ODIA HOROSCOPE OF 17 JULY - DAILY ODIA HOROSCOPE OF 17 JULY

Today Rashifal Horoscope 17 July: ଆଜି ବିଶ୍ୱନିୟନ୍ତାଙ୍କ ସୁନାବେଶ । ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ବା ବଡତଡାଉ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ । ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଏହି ମହାନ ଦିନରେ ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ପାଇଁ ଦିନଟି ଶୁଭଙ୍କର ନୁହେଁ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଜୁଲାଇ ୧୭ ବୁଧବାର ରାଶିଫଳ: ସୁନାବେଶରେ ଧନ ଯୋଗ, ଖ୍ୟାତି ଅର୍ଜନ କରିବେ ଏହି ରାଶି
ଜୁଲାଇ ୧୭ ବୁଧବାର ରାଶିଫଳ: ସୁନାବେଶରେ ଧନ ଯୋଗ, ଖ୍ୟାତି ଅର୍ଜନ କରିବେ ଏହି ରାଶି (ETV Bharat Odisha)
author img

By ETV Bharat Odisha Team

Published : Jul 17, 2024, 5:30 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ରତ୍ନ ତଥା ଦାମୀ ଜିନିଷ ବିଷୟରେ ଚିନ୍ତା କରିବେ ଓ ଆକର୍ଷିତ ହେବେ । ବ୍ୟବସାୟ ପାଇଁ କିମ୍ବା ଖୁସିବାସୀ ପାଇଁ ଜିନିଷର ଆରମ୍ଭ କରିବା ପାଇଁ ଏହା ହେଉଛି ପ୍ରକୃତ ସମୟ । ଧନ ପ୍ରତି ମନ ବଳିପାରେ । ସାବଧାନତାରେ ଲୋକଙ୍କ ସହ ମିଶନ୍ତୁ । ବାକ ସଂଯମତା ନିୟନ୍ତ୍ରଣରେ ରଖନ୍ତୁ । ନୂତନ କାମ ଓ ଯାତ୍ରା କରନ୍ତୁ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ହିସାବକିତାବ ପାଇଁ ଯତ୍ନଶୀଳ ହେବେ । ଏଥିପାଇଁ ଅଧିକା କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ପରିବାର ସଦସ୍ୟ ହିସାବରେ ଆପଣଙ୍କର ଜୀବନ ସୁନ୍ଦର ରହିବ, ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ଖାଦ୍ୟ ଖାଇବା ସହିତ ହସଖୁସିରେ ସମୟ ବିତାଇବେ। ଏକ ଛୋଟ ଯାତ୍ରାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ । ଆଜି ପ୍ରଫୁଲ୍ଲ ହୁଅନ୍ତୁ, ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି, ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଦିନ ରହିବ, ଭଲ ଭାଗ୍ୟ ମଧ୍ୟ ଆଣିବ । ଘରର ପରିବେଶ ସ୍ୱହାର୍ଦପୂର୍ଣ୍ଣ ଏବଂ ଶାନ୍ତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ, କିନ୍ତୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଆର୍ଥିକ ଦୃଷ୍ଟିକୋଣରୁ ଆପଣ ବହୁତ ଲାଭ ପାଇବେ । ଅବଶ୍ୟ ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ । ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହିତ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ତେଣୁ ଆୟୋଜନ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହିତ ବାହାରକୁ ଯାଆନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ପରାମର୍ଶ ଦିଆଯାଉଛି ଯେ ଆପଣ ଆଜି ଦିନକୁ ଗୁରୁତର ଭାବରେ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଏତେ ଭଲ ହୋଇ ନପାରନ୍ତି, ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ । ଆଉ ମଧ୍ୟ ମାନସିକ ଭାବରେ କୌଣସି ସମସ୍ୟା ଆପଣଙ୍କୁ ବାରମ୍ବାର ବ୍ୟସ୍ତ କରିପାରେ । ସବୁଠାରୁ ଭଲ ହେବ ଯଦି ଆପଣ କୌଣସି ଷ୍ଟ୍ରେସ୍‌ ଦେଲା ଭଳି କାର୍ଯ୍ୟ କରିବେ ନାହିଁ । ଖର୍ଚ୍ଚ ବଢିବ ଏବଂ ଯଦି ଆପଣ ନିଜକୁ ଯୁକ୍ତିତର୍କରେ ସାମିଲ କରିବେ, ତେବେ ରାଗ ମଧ୍ୟ ବଢିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଦିନସାରା ଶାରୀରିକ ଚିନ୍ତା ଓ ଅସୁସ୍ଥତାରେ ରହିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାବଧାନତାର ସହ ସରକାରୀ ତଥା ସମ୍ପତ୍ତି ଜନିତ କାଗଜରେ ହସ୍ତାକ୍ଷର କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ । ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ। ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରନ୍ତୁ ନାହିଁ । ଅତ୍ୟଧିକ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ବୁଝି ବିଚାରି କାମ କରନ୍ତୁ । ନିଜ ପ୍ରିୟଜନଙ୍କ ସହ ଭଲ ସମ୍ପର୍କ ରହିବ । ବନ୍ଧୁ ମିଳନ ହେବ । କୁଟିଳ ଲୋକଙ୍କୁ ଚିହ୍ନିବାରେ ସକ୍ଷମ ହେବେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରତିଷ୍ଠା ମିଳିବ । ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନକରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍‌ରେ ପ୍ରଶଂସାର ପାତ୍ର ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ମନ ବଳ କମ ରହିବା ଯୋଗୁଁ କୌଣସି କାମ ସ୍ଥିର କରିବାରେ କଷ୍ଟ ହେବ । ଜରୁରୀ ଓ ନୂତନ କାମର ନିର୍ଣ୍ଣୟ ନିଅନ୍ତୁ ନାହିଁ । ଘରଲୋକଙ୍କ ସହିତ ପାଟିତୁଣ୍ଡ ହେବ । ନିଜ କଥା ଉପରେ ସଂଯତ ରଖନ୍ତୁ । କୌଣସି କାର୍ଯ୍ୟ ଲୁଚିଛପି କରନ୍ତୁ ନାହିଁ । ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । କାର୍ଯ୍ୟସ୍ଥଳରେ ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଦିନଟି ଏକ ସ୍ମରଣୀୟ ଦିନ ଅଟେ । ଶାରୀରିକ ତଥା ମାନସିକ ଦୃଷ୍ଟିରୁ ଭଲ ରହିବ । ବହୁମୂଲ୍ୟ ସମୟ ନିଜ ପ୍ରିୟଜନଙ୍କ ପାଇଁ ଦେବେ । ଭଲପାଉଥିବା ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ । ସୁସମ୍ୱାଦ ପ୍ରାପ୍ତ ହେବେ । ଆନନ୍ଦଦାୟକ ଭ୍ରମଣରେ ଯାଇପାରନ୍ତି । ଆଜି ସକାଳ ପରଠାରୁ, ଆପଣ ଆକସ୍ମିକ ଭାବରେ ତାଜା ଅନୁଭବ କରିବେ ଏବଂ ଆପଣଙ୍କ ଭାବନା ଅନୁକୂଳ ଆଡକୁ ଗତି କରିବ । ହଠାତ ସବୁ ଜିନିଷ ଆପଣଙ୍କୁ ସୁନ୍ଦର ଏବଂ ଆଶାବାଦୀ ଲାଗିବ । ଏବଂ ଏହା ନିଜ ଗୁଣ ହିସାବରେ ଆଶା କରି ପାରିବେ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଦୁଃଚିନ୍ତା ଥିବାରୁ ଦେଖିଚାହିଁ କାର୍ଯ୍ୟ କରନ୍ତୁ । ପରିବାର ବର୍ଗଙ୍କ ସହ ପାଟିତୁଣ୍ଡ ଯୋଗୁଁ ମାନସିକ କଷ୍ଟ ପାଇବେ । ଯୁକ୍ତି ତର୍କ ହେବ । ରାଗିବା ଏବଂ କଥା କହିବାକୁ ନିଜ ଆୟତ୍ତରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ୱନ କରନ୍ତୁ । ନଚେତ୍ ଦୁର୍ଘଟଣାର ସମ୍ମୁଖୀନ ହେବେ । କୋର୍ଟ କଚେରୀ କାମକୁ ସାବଧାନତା ସହ ପରିଚାଳନା କରନ୍ତୁ । ଅଯଥା କାମରେ ବିଚଳିତ ହେବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ସାମାଜିକ କାମରୁ ସୁଫଳ ପ୍ରାପ୍ତି ହେବ । ଅନ୍ୟ ଦିଗରୁ ମଧ୍ୟ ସାହାଯ୍ୟ ପାଇବେ । ସମ୍ପର୍କୀୟଙ୍କ ସହ ମିଳାମିଶାରୁ ଶୁଭ ଫଳ ପ୍ରାପ୍ତି ହେବ । ବିବାହ ଆଶାୟୀ ବ୍ୟକ୍ତିଙ୍କର କାର୍ଯ୍ୟ ସଫଳ ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ସ୍ତ୍ରୀ ପିଲାମାନେ ସହଯୋଗ କରିବେ । ବିବାହ କରିବା ପାଇଁ ଦିନଟି ଶୁଭ ଅଟେ । ସେୟାର ବଜାରରୁ ଲାଭ ହେବ । ପ୍ରେମିକାଙ୍କର ଦେହ ଭଲ ନରହିପାରେ । ଆର୍ଥିକ ଲାଭ ରହିବ ଆଇନ କାନୁନ ମାମଲାରୁ ଦୂରେଇ ରୁହନ୍ତୁ । ସ୍ବାସ୍ଥ୍ୟ ଭଲ ରହିବ । ବିରୋଧୀ ଆପଣଙ୍କ ସମ୍ମୁଖରେ ତିଷ୍ଠି ରହିପାରିବେନି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣଙ୍କ ଭାଗ୍ୟରେ ସୁନ୍ଦର ଦିନଟିଏ ଅଛି । ଯେଉଁ କାର୍ଯ୍ୟ କରିବେ ତାହାର ସଫଳତା ହାତ ମୁଠାରେ ମିଳିବ । କାର୍ଯ୍ୟ ଓ ଏହାର ପରିବେଶ ଭଲ ରହିବ ଏବଂ ସୁଫଳ ମିଳିବ । ଘରେ ସମ୍ପୂର୍ଣ୍ଣ ମଜାରେ ରହିବେ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣ ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ, ପରିବାର ସହ ପ୍ରେମଭାବ ଏବଂ ହସଖୁସିରେ ସମୟ ବିତିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଶାନ୍ତ ମନରେ ଦିନଟି ଆରମ୍ଭ ହେବ । ପଛରେ ଦୁର୍ବଳତା ଅନୁଭବ କରିବେ । ଯଦି ଆପଣ ପିତାଙ୍କ ସହ କିଛି ନୂଆ କାମ ଆରମ୍ଭ କରୁଛନ୍ତି, ତେବେ ସାବଧାନ ରୁହନ୍ତୁ ।ପିଲାଙ୍କର ଜଞ୍ଜାଳ ବଢିବ । ଖର୍ଚ୍ଚ ବଢିବ ସେଥିପାଇଁ ସଜାଗ ରୁହନ୍ତୁ । ଯୁକ୍ତିତର୍କ କରିବା ଠିକ ନୁହେଁ । ପେଟ ସମସ୍ୟା ଅନୁଭବ କରିବେ । ଆପଣଙ୍କ ଭାଗ୍ୟ ଖରାପ ବୋଲି ଚିନ୍ତା କରିପାରନ୍ତି, କିନ୍ତୁ ମନେ ରଖନ୍ତୁ ସମସ୍ତ କାର୍ଯ୍ୟ ପ୍ରକୃଷ୍ଟ ସମୟରେ ସମାଧାନ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.