ETV Bharat / bharat

ଜୁଲାଇ ୯ ମଙ୍ଗଳବାର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ବଢ଼ିବ ଖର୍ଚ୍ଚ, କେଉଁ ରାଶି ହେବେ ଭାଗ୍ୟଶାଳୀ - DAILY ODIA HOROSCOPE 9 JULY

Today Rashiphala Horoscope 9th July: ଆଜିର ଦିନ ଆପଣଙ୍କର କେମିତି କଟିବ ? ପରିବାର ଲୋକଙ୍କ ସହ ଦିନ କେମିତି ଅତିବାହିତ ହେବ ? ବ୍ୟବସାୟ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତି ସଫଳତା ପାଇବେ ଏବଂ କେଉଁ ରାଶିର ବ୍ୟକ୍ତି ଆଜି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

author img

By ETV Bharat Odisha Team

Published : Jul 9, 2024, 12:00 AM IST

Updated : Jul 9, 2024, 9:09 AM IST

ଜୁଲାଇ ୯ ମଙ୍ଗଳବାର ରାଶିଫଳ
ଜୁଲାଇ ୯ ମଙ୍ଗଳବାର ରାଶିଫଳ (ETV bharat Odisha)

ମେଷ: ଆଜି ଆପଣଙ୍କ ବନ୍ଧୁ ଏବଂ ପଡୋଶୀଙ୍କ ସହିତ ଆପଣ କେତେକ ବୌଦ୍ଧିକ ଆଲୋଚନାରେ ଲିପ୍ତ ହୋଇପାରନ୍ତି । କିନ୍ତୁ ତାହା ଶୀଘ୍ର ଯୁକ୍ତିତର୍କରେ ପରିଣତ ହୋଇପାରେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ । ଆଜି ଆପଣଙ୍କୁ ବ୍ୟସ୍ତତା ଘେରି ରହିବ । ସାରା ରାତି ଆପଣ ଉଜାଗର ରହିପାରନ୍ତି । ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ । ଯଦି କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ସ୍ଥିର କରିଛନ୍ତି ତେବେ ଆଜି ନଯାଇ ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ । ଆଜି ଆପଣ ଆଳସ୍ୟ ଅନୁଭବ କରିପାରନ୍ତି । ସାମାନ୍ୟ କଥାକୁ ନେଇ ପ୍ରିୟଜନଙ୍କ ସହ ଝଗଡ଼ା ହୋଇପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ମିଶ୍ରିତ ଫଳ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ବୃଷ: ଆଜି ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଭଲରେ କଟିବ । ଭାଇଭଉଣୀଙ୍କ ସହ ସମ୍ପର୍କ ଦୃଢ ହେବ । ବ୍ୟବସାୟରେ ଲାଭ ହେବ । ଦାମ୍ପତ୍ୟ ଜୀବନ ସମୃଦ୍ଧିମୟ ହେବ । ଅସମ୍ପୂର୍ଣ୍ଣ କାମଟି ଆଜି ସୁବିଧାରେ ସମ୍ପନ୍ନ ହୋଇଯିବ । ବନ୍ଧୁମିଳନ ଓ ଆନୁଷ୍ଠାନିକ କାମ ଦକ୍ଷତାର ସହ ସମ୍ପାଦନ କରିବେ । ଉତ୍ସାହିତ ଏବଂ ଆଗ୍ରହୀ ରହିବେ । ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବାର ଯୋଗ ରହିଛି । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ । ପଦୋନ୍ନତିର ସୁଯୋଗ ରହିଛି । ବିଦ୍ୟାର୍ଥୀମାନେ ପାଠପଢାରେ ଆଗ୍ରହ ପ୍ରକାଶ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ମିଥୁନ: ଆପଣ ଆଜି କିଛି ଜିନିଷ ହରାଇବା ଭଳି ଅନୁଭବ କରିବେ । ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ କରି ନ ପାରନ୍ତି । ଘର ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇପାରେ । ଆଜି କୌଣସି ବଡ଼ କାର୍ଯ୍ୟ କରିବା ପାଇଁ ଆପଣଙ୍କ ପାଇଁ ଅନୁକୂଳ ରହିବ ନାହିଁ । ଧର୍ଯ୍ୟହରା ହୋଇପାରନ୍ତି । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

କର୍କଟ: ଦିନର ପ୍ରଥମ ଭାଗରେ ଆପଣ ନିଜକୁ ଫୁର୍ତ୍ତି ଏବଂ ଶକ୍ତିଶାଳୀ ଅନୁଭବ କରିବେ । ବାହାରକୁ ଯିବା କିମ୍ବା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । କର୍ମ ଚଞ୍ଚଳ ହେବେ । ଅବଶ୍ୟ, ଦିନର ଦ୍ବିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆସିପାରେ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ । କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ । ଆଜି ଅଜଥା ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । ପରିବାର ମଧ୍ୟ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀମାନେ ପାଠପଢାରେ ଆଗ୍ରହ ପ୍ରକାଶ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

ସିଂହ : ଆଜିର ଦିନଟି ଆପଣଙ୍କ ପାଇଁ ସେତେ ଭଲ ରହିବ ନାହିଁ । ଅବଶ୍ୟ ଦିନର ଦ୍ବିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । କହିବା ପୁର୍ବରୁ ଦୁଇଥର ଭାବନ୍ତୁ । ନିଜ କଥା ଉପରେ ସଂଜମ ରଖନ୍ତୁ । ଆଜି ଅତି ଆବଶ୍ୟକ ନହେଲେ କୌଣସି ଦୁର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କାହା ସହିତ, ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ମହିଳାମାନେ ସାଧାରଣତ କଥା କହିବା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଆପଣ ଅପ୍ରିୟ ସତ କହିବା ଦ୍ବାରା ଆପଣଙ୍କ ଶତ୍ରୁତା ବଢ଼ିପାରେ । ଆଜି ଖର୍ଚ୍ଚାନ୍ତ ହୋଇପାରନ୍ତି । ବିଦ୍ୟର୍ଥୀଙ୍କ ପାଇଁ ଦିନ ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଏହା ଆରାମଦାୟକ ଏବଂ ଅନୁକୂଳ ରହିବ । ପରିବାର ମଧ୍ୟରେ ହସ ଖୁସିରେ ଦିନର ପ୍ରଥମ ଭାଗ ଅତି ବାହିତ ହେବ । ପରିବାର ପାଇଁ କିଛି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି । ଅବଶ୍ୟ, ଦିନର ଦ୍ବିତୀୟ ଭାଗରେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପଡୋଶୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ । ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଏକାଗ୍ରତା ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ହେବ । ଉଚ୍ଚାଭିଳାଷୀ ହେବେ । କର୍ମଚଞ୍ଚଳ ରହିବେ । ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆଜି ସମାପ୍ତି ହୋଇପାରେ । ପରିବାର ମଧ୍ୟରେ ଆମୋଦ ପ୍ରମୋଦରେ ଦିନ କଟିବ । ବୈବାହିକ ଜୀବନ ସୁଖମୟ ହେବ । ଆପଣଙ୍କ ଘରକୁ ସାଜସଜ୍ଜା କରିବାରେ ସମୟ ଦେଇପାରନ୍ତି । ଭ୍ରମଣ ଯୋଗ ରହିଛି । ମହିଳାମାନେ ନୂତନ ବସ୍ତ୍ର କିଣିପାରନ୍ତୁ । ଆପଣଙ୍କ ଘରେ ଲୋକମାନଙ୍କର ମନ ଶାନ୍ତ ଏବଂ ଆଶାବାଦୀ ରହିବ । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ବିଛା: ବିଛାରାଶି ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ । ଫଳରେ, ଆପଣ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସଂପୂର୍ଣ୍ଣ କରିବେ ଏବଂ ଠିକ୍‌ ସମୟରେ ମଧ୍ୟ କରିବେ । ଧନଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରୁଚିକର ଭୋଜନ କରିବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ବୀ ହେବେ । ନିଜ କାର୍ଯ୍ୟକୁ ନେଇ ସମ୍ମାନିତ ହେବେ । ମିଠାକଥାରେ ବନ୍ଧୁଙ୍କୁ ବିମୋହିତ କରି ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟହାସଲ କରିବେ । ସାମାଜିକ ପ୍ରତିଷ୍ଠା ଲାଭର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ଧନୁ: ଆଜିର ସକାଳ ସମୟ ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କ ଶରୀରରେ ଅସୁସ୍ଥତା ଦେଖା ଦେଇପାରେ । ଯାହାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ମନରେ ଅସ୍ଥିରତା ଲାଗି ରହିବ । ଏହାକୁ ଦୂର କରିବା ପାଇଁ ପୂଜାପାଠରେ ଧ୍ୟାନ ଦିଅନ୍ତୁ । ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର । ଆପଣ ଅର୍ଥର ଅଭାବ ଅନୁଭବ କରିପାରନ୍ତି । ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିପାରେ । ପରେ ସନ୍ଧ୍ୟା ସମୟରେ ରିଲାକ୍ସ ଅନୁଭବ କରିବେ । ପୂରୁଣା ବନ୍ଧୁଙ୍କ ସହ ସନ୍ଧ୍ୟା ସମୟରେ ସାକ୍ଷାତ ହୋଇପାରେ । ବିଦ୍ୟାର୍ଥୀଙ୍କ ମନରେ ଏକାଗ୍ରତା ରହିବ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ମକର : ଆଜି ଦିନ ଆପଣ ପରିବାର, ପ୍ରୀୟଜନ କିମ୍ବା ବନ୍ଧୁଙ୍କ ସହିତ ବାହାରକୁ ଯାଇପାରନ୍ତି । ଖର୍ଚ୍ଚ ବଢ଼ିପାରେ । ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ । ଆପଣ ବାହାରକୁ ଯାଇଥିବା ବେଳେ ହୋଇଥିବା ସମସ୍ତ ଖର୍ଚ୍ଚର ଅଧିକାଂଶ ଆପଣ ଫେରି ପାଇ ନପାରନ୍ତି । ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ସେମିତି ବିଶେଷ କିଛି ଅସୁବିଧା ହେବନାହିଁ । ମନରେ ବିଭିନ୍ନ ଦୁର୍ଭାବନା ସୃଷ୍ଟି ହୋଇପାରେ । ପରୋକ୍ଷ ଶତ୍ରୁତା ବଢ଼ିପାରେ । ପରିବାରରେ ପିଲାଙ୍କ ଆଚରଣ ପରିବର୍ତ୍ତନ ହୋଇପାରେ । ଯାହାକୁ ନେଇ ବିରକ୍ତି ପ୍ରକାଶ କରିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କ ପାଇଁ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ହଠାତ ଧନ ଲାଭ ହୋଇପାପରେ । ପରିବାର ଲୋକଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଆପଣ ଆଜି ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି । ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଅଖିକ ଖର୍ଚ୍ଚ କରିପାରନ୍ତି । ମନୋରଞ୍ଜନରେ ଆଗ୍ରହୀ ହେବେ । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ । ଆଶା ପୂରଣ ହେବ । ଚେଷ୍ଟା କରୁଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରିବେ । ବ୍ୟବସାୟରେ ଲାଭ ମିଳିବ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲ ରହିଛି । ବିଦ୍ୟାର୍ଥୀଙ୍କ ପାଠପଢ଼ାରେ ଏକାଗ୍ରତା ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

ମୀନ: ଆଜି ମୀନ ରାଶି ପାଇଁ ଦିନଟି ମଧ୍ୟମ ଧରଣର ରହିବ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ । ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ । ଅନ୍ୟ ଦିନ ପାଇଁ ରଖନ୍ତୁ, ଯେହେତୁ ସମୟ ବର୍ତ୍ତମାନ ଅନୁକୂଳ ନୁହେଁ । ପାରିବାରିକ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି । ଅଫିସରେ ବିରକ୍ତି ପ୍ରକାଶ କରି ପରୋକ୍ଷ ଶତ୍ରୁତା ବୃଦ୍ଧି କରିପାରନ୍ତି । ଅନ୍ୟମାନଙ୍କ କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହା ଆପଣଙ୍କୁ ଅଯଥା ସମସ୍ୟା ଭିତରକୁ ଟାଣି ନେଇପାରେ । କୌଣସି ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି । ତେଣୁ ଅନ୍ୟ କଥାକୁ ବିଶ୍ବାସ ନକରି ନିଜ ମନ କଥାକୁ ଗ୍ରହଣ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

Last Updated : Jul 9, 2024, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.