ETV Bharat / bharat

ଆଜିର ରାଶିଫଳ; ମଉଜ ମଜଲିସରେ ଦିନ କାଟିବେ ଏହି 5 ରାଶି, ମାନସିକ ଅଶାନ୍ତି ଭୋଗିବେ ଏମାନେ - AJIRA RASIFALA - AJIRA RASIFALA

Ajira Rasifala 26 August: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ; ମଉଜ ମଜଲିସରେ ଦିନ କାଟିବେ ଏହି 5 ରାଶି, ମାନସିକ ଅଶାନ୍ତି ଭୋଗିବେ ଏମାନେ
ଆଜିର ରାଶିଫଳ; ମଉଜ ମଜଲିସରେ ଦିନ କାଟିବେ ଏହି 5 ରାଶି, ମାନସିକ ଅଶାନ୍ତି ଭୋଗିବେ ଏମାନେ (ETV Bharat Odisha)
author img

By ETV Bharat Odisha Team

Published : Aug 26, 2024, 12:00 AM IST

Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଅତି ଶୁଭଙ୍କର ଅଟେ । ହେଲେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ଯାହାକଲେ ମଧ୍ୟ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ଏବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ । ଆପଣ ନିଜର ମହିଳା ସହକର୍ମୀଙ୍କ ସହ ମଧୁର ବାର୍ତ୍ତାଳାପ ଆପଣଙ୍କ ମନର ପ୍ରଫୁଲ୍ଲତା ବୃଦ୍ଧି କରିବ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଆପଣ ଅତ୍ୟଧିକ ଶ୍ରମ କରନ୍ତୁ ଓ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ରହିଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ନଚେତ ଏହାର ପ୍ରଭାବ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ପାଇଁ ଔଷଧ ପାଖରେ ରଖନ୍ତୁ । ଖର୍ଚ୍ଚାନ୍ତର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ, ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲ୍ଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀ ମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ଖୋଜୁଥିବା ମନର ସାଥୀଙ୍କୁ ଶିଘ୍ର ସାକ୍ଷାତ ଲାଭ କରିବେ । ଦିନଟିକୁ ଆମୋଦ ପ୍ରମୋଦରେ କଟିବା ସହ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ବଣଭୋଜି କରିପାରନ୍ତି।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଯଦି ଆପଣ ଆପଣଙ୍କ ଦକ୍ଷତାରେ ବିଶ୍ୱାସ କରିବେ, ତେବେ ସବୁ ଠିକ୍‌ ହୋଇଯିବ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁଁ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବେ । ଯେଉଁଥିପାଇଁ ଆପଣ ସାମାଜିକ ପରିଚୟ ଅର୍ଜନ କରିବେ । ଆପଣଙ୍କର ନିଜ ପିତାଙ୍କ ସହିତ ଭଲ ସମୀକରଣ ରହିବ, ଏପରି କି ତାଙ୍କଠାରୁ ଲାଭବାନ ହୋଇପାରନ୍ତି । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ । ସଂକ୍ଷେପରେ ଏହା ଏକ ବଢିଆ ଦିନ ଅଟେ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟ କଣ ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁ ନାହିଁ । ଯଦି ଆପଣ ଜିତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦ୍ୱନ୍ଦ୍ବୀ ମାନଙ୍କର ପରବର୍ତ୍ତୀ ପଦକ୍ଷେପ ପାଇଁ ସାବଧାନ ହୋଇ ରହିବାକୁ ପଡିବ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ଯୁକ୍ତି ତର୍କ, ବିବାଦ,ଖରାପ ସ୍ୱାସ୍ଥ୍ୟ, କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଆପଣ ସାବଧାନତାର ଅଭ୍ୟାସ କରନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ରଖନ୍ତୁ । ଆଜିର ଭଲ କଥା ହେଉଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ । ଯାହା ଆପଣଙ୍କୁ ଖୁସି ଦେବ । ଅତି କମରେ ଶାନ୍ତି ପ୍ରଦାନ ତ କରିବ, ତା ସହିତ ଆପଣ ରହସ୍ୟମୟ ବିଷୟ ଆଡକୁ ଆକର୍ଷିତ ହେବେ । କିନ୍ତୁ ଆଧ୍ୟାତ୍ମିକ ଏଭଂ ଧାର୍ମିକ ଚିନ୍ତା ଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଏହି ଦିନଟି ଖୁସି ଏବଂ ମଉଜର ଦିନ ଅଟେ । ବହୁତ ଖୁସି ମିଳିବ । ଆପଣଙ୍କର ଏହା ହେଉଛି ବନ୍ଧୁ ମିଳନର ସମୟ ଏବଂ ଆପଣ ଏକ ଛୋଟ ଭୋଜିର ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସୁଚୀରେ ରୀତିମତ ଭାବେ କିଛି ରହିଛି । ଆପଣ ନିଜେ ଆଜି ଆକର୍ଷଣୀୟ ପୋଷାକ ଏବଂ ଗହଣାରେ ସଜ୍ଜିତ ହୋଇପାରନ୍ତି ଏବଂ ଏକ ଯୋଜନାଗତ କିଣାକିଣି ପ୍ରକୃତରେ ଖୁସି ଦେବ । ଆପଣ ମଧ୍ୟ ସାମାଜିକ ମର୍ଯ୍ୟାଦା ଏବଂ ନାମ ଅର୍ଜନ କରିବେ ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କ ନକ୍ଷତ୍ର ଗୁଡିକ ଆଜି ଭଲ ସ୍ଥାନରେ ଅଛନ୍ତି, ଯିଏ ଭାଗ୍ୟ ଏବଂ ପ୍ରଚୁର ଅବସର ଆଣିଦେବ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ ଏବଂ ଆପଣଙ୍କୁ ଆନନ୍ଦ ଉପଭୋଗ ପ୍ରଦାନ କରିବ । ଘର ଏବଂ କାର୍ଯ୍ୟ କ୍ଷେତ୍ରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣଙ୍କର ମାଆଙ୍କ ଘର ଠାରୁ ଖୁସି ଖବର ଖୁସିକୁ ଅତ୍ୟଧିକ ବଢାଇ ଦେବ । ଆପଣ ନିଜର ବିରୋଧୀ ମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବେ ଏବଂ ସ୍ପଷ୍ଟ ବିଜେତା ରୁପେ ବାହାରିବେ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଚିନ୍ତା ଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦ୍ୱରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ଆଜି ଆପଣ ଅଧିକ ପରିଶ୍ରମ କରି ନିଜର ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଠା କରିପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଆରାମ କରନ୍ତୁ, ସବୁକିଛି ସମାଧାନ ହୋଇଯିବ ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣ ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥିମାନେ ସେମାନଙ୍କ ପତ୍ତାରେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ସବୁ ସୁନ୍ଦରୀ ମହିଳାମାନେ ବାହାରକୁ ବାହାରି ନିଜର ପସନ୍ଦଯୋଗ୍ୟ କାର୍ଯ୍ୟ ପାଇଁ ବଢେଇ ଦେଖାଇପାରନ୍ତି । ଏହା ସେମାନଙ୍କର ପଇସା ରୋଜଗାର ପାଇଁ ଉଦ୍ଧିଷ୍ଟ । ତେଣୁ ଆପଣ ନିଜର ମନକୁ ସଞ୍ଜତ କରି ସେମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ, ନଚେତ ଆପଣଙ୍କର ଅର୍ଜିତ ଧନ ଶୀଘ୍ର ସରିଯିବ । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୁତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଝୁଲୁଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରନ୍ତୁ । ଏହା ଦ୍ୱାରା ଆପଣ ଉପକୃତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍‍ ସଙ୍ଗେ ସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି ଯିଏ ଆପଣଙ୍କୁ ସହଯୋଗ ଓ ଭକ୍ତି କରିବ । ସନ୍ଧ୍ୟାରେ ଆପଣ ନିଜର ସାଥୀଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.