ETV Bharat / bharat

ଆଜିର ରାଶିଫଳ; ସମସ୍ୟା ଭୋଗିବେ ଏହି 4 ରାଶି, ସ୍ୱାସ୍ଥ-ଖର୍ଚ୍ଚ ପ୍ରତି ରୁହନ୍ତୁ ସତର୍କ - AJIRA RASIFALA

author img

By ETV Bharat Odisha Team

Published : Sep 16, 2024, 12:01 AM IST

Ajira Rasifala 15 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ; ସମସ୍ୟା ଭୋଗିବେ ଏହି 4 ରାଶି, ସ୍ୱାସ୍ଥ-ଖର୍ଚ୍ଚ ପ୍ରତି ରୁହନ୍ତୁ ସତର୍କ
ଆଜିର ରାଶିଫଳ; ସମସ୍ୟା ଭୋଗିବେ ଏହି 4 ରାଶି, ସ୍ୱାସ୍ଥ-ଖର୍ଚ୍ଚ ପ୍ରତି ରୁହନ୍ତୁ ସତର୍କ (Getty)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ । ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ଆପଣଙ୍କର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ପ୍ରବଳ ଇଚ୍ଛା ଏବଂ ଜେନ୍‌-ଭଳି ବ୍ୟକ୍ତିଗତ ସ୍ପେସ୍‌ ସୃଷ୍ଟି କରିବାର ଇଚ୍ଛା ଆପଣଙ୍କର ମନୋବୃତ୍ତିକୁ ପ୍ରଭାବିତ କରି ରଖିବ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ, ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଯଦି ତଥାପି ମଧ୍ୟ କିଛି ପାଇ ପାରିଲେ ନାହିଁ, ତେବେ ଆଶା ହରାନ୍ତୁ ନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ:ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ନିଜ ଜୀବନର ସକରାତ୍ମକ ଦୃଷ୍ଟିକୋଣ ଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ସମସ୍ତ ଦୁଃଶ୍ଚିନ୍ତାକୁ ଦୂରକୁ ଠେଲି ଦିଅ । ଯଦି ଏହା ନକର ତେବେ ଦୁଃଖ କଷ୍ଟ ପାଇବ । ଏକ ନୂତନ କର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହିଦିନଟି ତୁମ ସପକ୍ଷରେ ନୁହଁ । ଏବଂ ଅଧିକ ରାଗିଯିବା ଭଲ ନୁହଁ, ଏହା ତୁମ ଚରିପାଖେ ଥିବା ଲୋକମାନଙ୍କ ସହ ସମ୍ୱନ୍ଧରେ ବାଧା ଉପୁଜାଇପାରେ । ଆହୁରି ମଧ୍ୟ ନିଜର ପର୍ସ ଖାଲି କରିବାକୁ ପଡିପାରେ, ନିଜ ଖର୍ଚ୍ଚ ଉପରେ କଟକଣା ରଖ । ପୁରାପୁରି ଭାବରେ ଏକ ଭଲ ଦିନ ନୁହେଁ, ତଥାପି ଧ୍ୟାନ ବା ଯୋଗ ତୁମର ଚିନ୍ତା ଦୂର କରିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଏକ ସୁନ୍ଦର ସୁଯୋଗ ଥିବା ଦିନ ଅଟେ । ଶାରୀରିକ ସ୍ତରରେ ସୁସ୍ଥ ରହିବେ । ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଅ ଅଥବା ବୁଲାବୁଲିରେ ଯିବାକୁ ଭାବୁଥାଅ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ, ତେବେ ଏହାଠୁ ଭଲଦିନ ଆଉ ନାହିଁ । ସାମାଜିକ କାମ ପାଇଁ ପ୍ରଶଂସା ଭାଜନ ହେବେ । ସଂକ୍ଷେପରେ ଏହା ମନେରଖିବାର ଦିନଟି ଅଟେ । ଆଜି ଦିନରେ ଆପଣଙ୍କର ଆର୍ଥିକ ଲାଭ ହେବ । ଆପଣ ଭଲ ଖାଦ୍ୟ ଖାଇବେ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କ୍ରୋଧ ଉପରେ ନଜର ରଖ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ । କାର୍ଯ୍ୟାଳୟରେ ଆପଣ ଅଣନିଶ୍ଵାସୀ ହୋଇଯିବେ ଯେହେତୁ କାର୍ଯ୍ୟଭାର ଅଧିକ ଅଟେ । ଏପରିକି ଅଧିକ ପରିଶ୍ରମ କରି ମଧ୍ୟ, ଅସଫଳତା ପାଇବେ । ତୁମେ ମାଆଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଭାବିପାରନ୍ତି । ଖର୍ଚ୍ଚର ପରିମାଣ ବଢିଯାଇପାରେ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍‌ ବୁଡିଯାଇପାରେ । ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣଙ୍କ ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ । ଏହା ଜଟିଳ ସମସ୍ୟାରୁ ଜଟିଳତର ହେବ, କିନ୍ତୁ ଏପରି ଗ୍ରହ ସ୍ଥିତି କାରଣରୁ ତୁମ ଦିନଟି ସେତେ ସହଜ ହେବନାହିଁ। ଅଧିକ ସହଜରେ ଦୁଃଖି ହୋଇଯାଉଥିବା କାରଣରୁ ଏହା ହୋଇପାରେ । ତେଣୁ ଆପଣ ଧୈର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବ। କିଛି ନିଶ୍ଚିତ ଭବରେ ଆପଣଙ୍କ ଚିନ୍ତା ରହିବ ଯାହା ଆପଣଙ୍କ ଭାବନାକୁ ଗ୍ରାସ କରିବ । ଆପଣଙ୍କ ପ୍ରତିଷ୍ଠାକୁ ଧକ୍କା ଲାଗିବ ଏବଂ ପ୍ରିୟଜନଙ୍କ ସହ ଯୁକ୍ତିତର୍କରେ ଶେଷ ହେବ । କିଛି ମା’ଙ୍କୁ ନେଇ ସମସ୍ୟା ହୋଇପାରେ । ଯତ୍ନ ନେବା ସହିତ ଧୈର୍ଯ୍ୟ ଧରି ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ରହିଛନ୍ତି । ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ । ଆପଣ ଦିନସାରା ଆନନ୍ଦ ଅନୁଭବ କରିବେ । ବହୁ କଠିନ ସଂପର୍କ ଦ୍ୱାରା ମନପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ତୁମେ ଜୀବନସାଥିଙ୍କ ସହ ଆଲୋଚନା କରିବ । ଯାହା ଫଳପ୍ରଦ ହେବ । ଏଥିସହ ଆର୍ଥିକ ସ୍ଥିତି ମଜଭୁତ, ଏବଂ ସଂପୂର୍ଣ୍ଣ ଭାଗ୍ୟଶାଳୀ ଦେଖାଯାଉଛି । ଛୋଟିଆ ଯାତ୍ରା ସାଙ୍ଗ ମାନଙ୍କସହିତ ଖୁସିଦାୟକ ହେବ ଏବଂ ଏକ ଚିନ୍ତା କରିନଥିବା କାର୍ଯ୍ୟକ୍ଷେତ୍ରରୁ ବିଜୟ ମିଳିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ । ଆପଣ କୌଣସି ଏକ ନିର୍ଣ୍ଣାୟକ କଥାରେ ଦ୍ୱିବିଧାରେ ପଡିପାରେ । ଯାହା ବିଶିଷ୍ଟ ନିର୍ଣ୍ଣୟକ ଅଟେ । ଠିକ ଅଛି, ସେ ଯାହାହେଉ ଆପଣ ହୁଏତ ଅସୁରକ୍ଷିତ ଅନୁଭବ କରିପାରନ୍ତି ଏବଂ ଏହା ଆପଣଙ୍କୁ ଭାବିବା ପାଇଁ ପଡିବ । ନିଜେ ଧିର ସ୍ଥିର ଭାବେ ରୁହ, ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢି ପାରେ, ସନ୍ତୁଳନ କର । ଅନୈତିକ କିମ୍ବା ଆଇନ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ସନ୍ଧ୍ୟାରେ ଆପଣଙ୍କ ପତ୍ନୀଙ୍କ ସହ ଫିଲ୍ମ ଦେଖିବାକୁ ଯାଇପାରନ୍ତି କିମ୍ୱା ବନ୍ଧୁମାନଙ୍କ ସହ ରାତ୍ରିଭୋଜନର ମଜ୍ଜା ନେଇପାରନ୍ତି । ଆଜି ଦିନଟି ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତିପ୍ରଦାନ କରିବ । ଆଜି ମଧ୍ୟ ଆପଣ ପ୍ରାଥନା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‍ବୁଦ୍ଧ ହୋଇ ଭଗବାନଙ୍କୁ କୃତଜ୍ଞତା ଜଣାଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି କ୍ଲାନ୍ତ ଜଣା ପଡିବ । ଆପଣଙ୍କ ପରିବାର ସଦସ୍ୟଙ୍କ ସାମନାରେ ମଧ୍ୟ ଆପଣ ଝୁକି ପାରନ୍ତି । ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍‌କାନୁନ୍‌ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଅଧିକା ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତି ମାନଙ୍କର ବନ୍ଧୁ ହୋଇପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ । ବ୍ୟବସାୟ ଦୃଷ୍ଟିରୁ, ଆର୍ଥିକ ଲାଭ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.