ETV Bharat / bharat

ରାଶିଫଳ; ଏହି ରାଶି ପାଇଁ ଶୁଭ ଆଜିର ଦିନ, ରୋଜଗାର ବଢିବା ସହ ସୁଖରେ କଟିବ ଦାମ୍ପତ୍ୟ ଜୀବନ - AJIRA RASIFALA

author img

By ETV Bharat Odisha Team

Published : Sep 12, 2024, 12:00 AM IST

Ajira Rasifala 12 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ
ଆଜିର ରାଶିଫଳ (Getty)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: କ୍ଲାନ୍ତି, ଆଳସ୍ୟ ଆପଣଙ୍କର ଆଜିର ଶତ୍ରୁ ଅଟନ୍ତି । ସେମାନେ ମିଳିତ ଭାବେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କ ଶାରିରୀକ ଓ ମାନସିକ ସ୍ଥିତିକୁ ଦୋହଲାଇଦେବେ ଏବଂ ଆପଣଙ୍କୁ କ୍ରୋଧିତ କରାଇବେ । ଯେଉଁମାନେ କୌଣସି ଘଟଣାରେ ଆପଣଙ୍କୁ ଅଯଥାରେ ହଇରାଣରେ ପକାଇବାପାଇଁ ଚେଷ୍ଟା କରିବେ, ଆପଣ ସେହି ଲୋକଙ୍କୁ ପ୍ରତିରୋଧ କରନ୍ତୁ । ଚେଷ୍ଟା କରି ଚିତ୍ତକୁ ଶାନ୍ତରଖି ବର୍ତ୍ତମାନ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ଲାଗି ଯିବାର ଯୋଜନା କରିବା ପାଇଁ ଆଜି ସବୁଠାରୁ ଶୁଭଦିନ ଅଟେ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣ କଳ୍ପନା ରାଇଜରେ ହଜିବେ । କର୍ମକ୍ଷେତ୍ରରେ କିଛି ଅଲଗା କରୁଥିବାରୁ ସହଯୋଗୀଙ୍କ ଠାରୁ ଚାପ ଅନୁଭବ କରିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୁସ୍ଥ ମନରେ ଚିନ୍ତା କରନ୍ତୁ ଓ ନିଶ୍ଚିତ ରୁହନ୍ତୁ । ପରିବାର ଓ ସାଙ୍ଗମାନଙ୍କ ପାଇଁ ସମୟ ବାହାରିବ । ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନହୋଇ ନିଜ କାମ ନିଜେ କରିଚାଲିବେ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ସାରା ଦିନଟି ଭଲ ଖାଦ୍ୟ ଖାଇବାରେ କଟିପାରେ । ଆପଣ ଖାଦ୍ୟ,ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମଉଜ ମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ସାଥୀ ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣ ଜନିତ ଆମୋଦପ୍ରମୋଦରେ ସମୟ କାଟିବେ ଏବଂ ପ୍ରଫୁଲ୍ଲ ହୋଇ ରହିବେ । ଆଜି ଦିନଟି କିଣାକିଣି, ପ୍ରଣୟ, ଖାଇବା ପିଇବାରେ ଜୀବନକୁ ରଙ୍ଗାୟିତ କରିପାରନ୍ତି । ଏହାମାନେ ଜୀବନର ସର୍ବଶ୍ରେଷ୍ଠ ମାର୍ଗ ସ୍ୱାସ୍ଥ୍ୟ ଭଲରହିବ ଏବଂ ଭଲ ନିଦ୍ରା ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ଏକ ସୁସ୍ଥ ମାନବ ଜୀବନ ପାଇଁ ସର୍ବଶ୍ରେଷ୍ଠ ଉପହାର ଆପଣଙ୍କୁ ଆଜି ସହଜରେ ଉପଲବ୍ଧ ହେବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜିପରି ଅଶାପ୍ରଦ ଶାନ୍ତିମୟ ଦିନ କ୍ୱଚିତ ଆସିଥାଏ । ତେଣୁ ଜୀବନକୁ ମଧୁମୟ କରିବାକୁ ପରିବାରର ସଦସ୍ୟଙ୍କ ସହିତ ମଉଜ ମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବା ଉଚିତ୍‍ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ହେବ । ଯଦି ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଭଲ ପ୍ରଭାବରୁ ଆପଣ ଆଜି ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ଆପଣ ଆଜି ନିଜକୁ ଦିନସାରା ନିଷ୍କ୍ରିୟ ଓ ତନ୍ଦ୍ରାଳୁ ମନେକରିବେ । କିନ୍ତୁ ଆଜି ଏକ ସାଧାରଣ ଦିବସ ଅଟେ । ଆଜି ଆପଣଙ୍କ ଶାରୀରିକ ଅସୁସ୍ଥତା ଏବଂ ମାଆଙ୍କର ଅସୁସ୍ଥତା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଜଣେ ପ୍ରିୟଜନଙ୍କ ସଙ୍ଗେ ସାମାନ୍ୟ ଝଗଡା, ଜନସାଧାରଣଙ୍କ ମିଥ୍ୟା ଅପବାଦ କିମ୍ୱା ହଠାତ୍‍ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିପାରେ । ଜଳାଶୟ କିମ୍ୱା ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ସମ୍ପତ୍ତି ଓ ଗୃହର ଯାବତୀୟ ଦରକାରୀ କାଗଜପତ୍ରକୁ ସୁରକ୍ଷିତ କରି ରଖନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣଙ୍କ ପାଇଁ ଏକ ସୌଭାଗ୍ୟଶାଳୀ ଓ ଆମୋଦ ପ୍ରମୋଦର ଦିନ ଅଟେ । ବନ୍ଧୁ ବାନ୍ଧବ ଓ ଭାଇ ଭଉଣୀଙ୍କ ସହ ଏକ ଧର୍ମୀୟ ସ୍ଥାନକୁ ଯିବାପାଇଁ ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ନୂଆ ଦୁଃସାହାସିକ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ଏବଂ ସଫଳ ହେବେ । ବିଦେଶରୁ ଶୁଭ ଖବର ପାଇବେ । ଆପଣ ଲାଭଜନକ ବ୍ୟବସ୍ଥାରେ ପୁଞ୍ଜି ଲଗାଣ କରିବେ । ଆପଣ ନିଜର ଭାଇଙ୍କ ସହ ଘର ଓ ପରିବାର ବିଷୟରେ ତେଜସ୍ୱୀ ଆଲୋଚନା କରିବାରେ ବ୍ୟସ୍ତ ରହିପାରନ୍ତି । ବ୍ୟବହାରିକ କାର୍ଯ୍ୟରେ ହଠାତ୍‍ ବାହାରକୁ ଯାତ୍ରା କରିବାକୁ ପଡିପାରେ । ମାତ୍ର ଶେଷରେ ଏହାର ଫଳାଫଳ ଶୁଭ ହୋଇପାରେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ନିଜର ପରିବାରର ସଦସ୍ୟ କିମ୍ୱା ସାମାଜିକ ସ୍ତରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ତେଣୁ ମତଭେଦ ହେବା ପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହିଭଳି କିଛି ଭ୍ରାନ୍ତିକୁ ଦୂର କରିବାକୁ ପ୍ରାଣପୂର୍ବକ ଚେଷ୍ଟା କରନ୍ତୁ । ନିଜକୁ ଏହିଭଳି ସ୍ଥିତିରୁ ମୁକୁଳିବାକୁ ଚେଷ୍ଟା ନକଲେ ସାଧାରଣ ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ ଏବଂ ନୀତିଶାସ୍ତ୍ର ସମ୍ୱନ୍ଧୀୟ ପ୍ରତିଦ୍ୱନ୍ଦିତା ପାଇ ଆହ୍ୱାନ ପରି କାର୍ଯ୍ୟକ୍ରମଠାରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣ ଏକ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଆପଣଙ୍କ ଯୋଜନା ଅନୁସାରେ ଆପଣ ଆପଣଙ୍କ କାର୍ଯ୍ୟ ସମାପ୍ତ କରିପାରନ୍ତି । ଆପଣଙ୍କର ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଉତ୍ସାହୀ ଏବଂ ଉଲ୍ଲାସ ଅନୁଭବ କରିପାରନ୍ତି । ପରିବାରରେ ଏକ ଶୁଭ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ପ୍ରିୟଜନଙ୍କ ସହିତ ମିଳନ ହେବ ଏବଂ ଏହା ଦିନସାରା ଆପଣଙ୍କୁ ହସଉଲ୍ଲାସ ମନରେ ରଖିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟ ଗୁଡିକରେ ଆପଣଙ୍କ ମନ ଆକର୍ଷିତ ରହିବ ଏବଂ ସେଥିପାଇଁ ଆପଣ ବ୍ୟସ୍ତ ରହିବେ ଏବଂ ଏହିପାଇଁ ଖର୍ଚ୍ଚ ମଧ୍ୟ କରିବେ । ଆପଣ କୋର୍ଟ ସମସ୍ୟାରେ ମଧ୍ୟ ବାନ୍ଧି ହୋଇପାରନ୍ତି । ବ୍ୟବସାୟ ସମ୍ପର୍କିତ ବିଷୟରେ ଆପଣଙ୍କ ବିରୋଧି ସୃଷ୍ଟି ହୋଇପାରନ୍ତି । ଆପଣଙ୍କ ପ୍ରିୟଜନଙ୍କ ଯଶରେ ହାନୀ ବହଞ୍ଚିପାରେ । ଶାରିରୀକ ଶକ୍ତି ଏବଂ ମାନସିକ ଶାନ୍ତି ଆପଣ କରାଇ ବସି ପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ବ୍ୟବସାୟୀମାନେ ଲାଭ ପାଇବାର ସମ୍ଭାବନା ରହିଛି । ସାଙ୍ଗମାନଙ୍କ ସହିତ ମିଳନ ହେତୁ ଆପଣଙ୍କ ମନ ଉଲ୍ଲାସ ରହିବ । ସାଙ୍ଗମାନଙ୍କ ସହିତ ଆପଣ ଏକ ଯାତ୍ରାରେ ଯାଇପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ଦିନ ଯେହେତୁ ଗ୍ରହମାନେ ଅନୁକୂଳ ସ୍ଥାନରେ ଅଛନ୍ତି । ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ବ୍ୟବସାୟ ପାଇଁ ଆଜି ହେଉଛି ଏକ ଭଲ ଦିନ । ଆପଣଙ୍କ ପ୍ରଚେଷ୍ଟା ସଫଳତାରେ ପରିଣତ ହେବ ଏବଂ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପଦନ୍ନୋତି ହୋଇପାରେ । ବ୍ୟବସାୟୀମାନେ କେବଳ ଲାଭ କରିବେ ତାହା ନୁହେଁ, ସେଥିରେ ମଧ୍ୟ ଅନେକ ଉନ୍ନତି କରିବେ । ବାପାଙ୍କଠାରୁ ଲାଭ ମିଳିପାରେ । ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସରେ ଭରା ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.