ETV Bharat / bharat

ଆଜିର ରାଶିଫଳ; ସତର୍କ ରୁହନ୍ତୁ କର୍କଟ-ବିଛା-ମକର ରାଶି ବ୍ୟକ୍ତି, ମାନସିକ ଅଶାନ୍ତି ସହ ଦୁର୍ଘଟଣାର ହୋଇପାରନ୍ତି ଶିକାର - DAILY RASIFALA 12 AUGUST

author img

By ETV Bharat Odisha Team

Published : Aug 12, 2024, 12:00 AM IST

Ajira Rasifala 12 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ
ଆଜିର ରାଶିଫଳ (Getty)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ପରିବାର ପାଇଁ ଅଟେ । ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରନ୍ତୁ । ନିଜର ଭାବପ୍ରବଣତା ଓ ଶାରୀରିକ ପରିସ୍ଥିତି ଆପଣଙ୍କୁ ସନ୍ତୁଷ୍ଟ କରିବ । ଆର୍ଥିକ କ୍ଷେତ୍ରରେ ଦିନଟି ଅନୁକୂଳ ଅଟେ । ଆପଣ ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଆପଣଙ୍କର ବଡ ଏବଂ ବରିଷ୍ଠମାନଙ୍କ ଆଶୀର୍ବାଦ ପାଇଁ ଆପଣ ଖୁସି ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ । ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ଦିନ ଅଟେ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । କୌଣସି ଭଲ କାରଣ ପାଇଁ ଦିନ ସାରା ସୌଖିନ ବସ୍ତ୍ର ପିନ୍ଧିବ । ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରିପାଇବେ । ପିତୃ ସ୍ଥାନୀୟଙ୍କ ଦ୍ୱାରା ଅର୍ଥ ଆଗମନ ହେବ । ଖରାପ ସମୟର ଅନ୍ତ ଘଟିବ ଏବଂ ଭଲ ହେବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କ ଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନଟି ସ୍ମରଣୀୟ ଅଟେ । ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ, କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ନରହିବା ଆପଣଙ୍କୁ ବ୍ୟସ୍ତ କରିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଖୁସି କରିବ । ବିଦ୍ୟାର୍ଥୀ ପାଇଁ ଭଲ ଦିନ କଠିନ ପରିଶ୍ରମ ଦ୍ୱାରା ପାଇବେ ସୁଫଳ । ଆପଣଙ୍କ ଶାରୀରିକ ସମ୍ୱନ୍ଧ ଭଲ ରହିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଆଜି ଦିନଟି ଭଲ ନାହିଁ । ଅତି ଖରାପ ଚିନ୍ତାରେ ରହିବେ । ଏହା ଖରାପ ସମୟ ଅଟେ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । କାହାକୁ କଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ କଳି କରିବେ । ଅର୍ଥ ହାନି ହେବ । କିଛି ଅସୁବିଧାର ସମ୍ମୁଖିନ ହେବେ । ଅଫିସ୍ କାମରେ ଦୂର ଯାତ୍ରା କରିପାରନ୍ତି । ବେଆଇନ୍‌ କାର୍ଯ୍ୟରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାର୍ଥନା ଏବଂ ଧ୍ୟାନ ଆପଣଙ୍କୁ ଅନେକ ଗୁଣରେ ସାହାଯ୍ୟ କରିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଭଲ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟ ହେବେ । ଶରୀର , ମନ ଓ ଆତ୍ମା ପାଇଁ ଭଲ ଦିନ ଅଟେ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗିପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ଶୁଭ ଖବର ପାଇବେ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ଆପଣଙ୍କୁ ମିଛ ପ୍ରଶଂସା ଭଲ ଲାଗିବ । ଉପର ବର୍ଣ୍ଣିତ କଥା ପାଇଁ ପରିବାର ପ୍ରଶଂସା କରିବେ । ନିଶ୍ଚିନ୍ତ ଭାବରେ ସହଯୋଗ କରିବେ । ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ସମୟଟି ଉପଭୋଗ କରିବେ । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ ଦେଖାଇବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ଧିରେ ଧିରେ ପୂର୍ଣ୍ଣ କରିବ । ଆପଣଙ୍କ ଘର ଏବଂ ପରିବାର ତରଫରୁ ଭଲ ଖବର ଆଶା କରାଯାଏ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସାଙ୍ଗ ସାଥିଙ୍କ ମେଳରେ ଯାତ୍ରା ଶୁଭ ରହିବ । କିଣାକିଣି କରିବେ । ଶାରୀରିକ ତଥା ମାନସିକ ଶାନ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ଜୀବନ ସାଥି ସହ ସମ୍ୱନ୍ଧ ଅତି ଭଲ ରହିବ । ଏହିଦିନ ଜୀବନ ଜୀବନ ସାଥି ସହ ଦୂର ଯାତ୍ରାର ଯୋଜନା ତିଆରି କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଆଜି ସାବଧାନର ଦିନଟିଏ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହିବନି । ବ୍ୟସ୍ତ ଲାଗିବ । ବିଳାସବ୍ୟସନରେ ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ । ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟ ଅଧିକ ସ୍ନେହୀ ଏବଂ ବୁଝାମଣା ପ୍ରିୟ ନ ହୋଇପାରନ୍ତି । ଆର୍ଥିକ ହାନୀ ଆଶା କରାଯାଏ । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରନ୍ତୁ ନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ । ଆଜି ଦିନରେ ଆପଣ ଆପଣଙ୍କର ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ହରାଇବାରେ ସକ୍ଷମ ରହିବେ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ଆପଣ ଆପଣଙ୍କ ସାଙ୍ଗରେ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍‌ କରିବେ । ଏକ ଆନନ୍ଦମୟ ଆଧ୍ୟାତ୍ମିକ ଅନୁଭବ ନେବାର ଅଛି ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ସଂଘର୍ଷମୟ ହେବ । ବେପାର ଭଲ ହେବନି । ସ୍ୱାସ୍ଥ୍ୟହାନି ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ । ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ । ବେପାର କାମରେ ଭ୍ରମଣରେ ଯିବେ । ଉପରିସ୍ଥ ଅଧିକାରୀ ଖୁସି ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଖୁସୀ ହେବେ । ଦିନଟି ଅତି ଭଲ ରହିବ । ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ । ଛାତ୍ରମାନେ ସେମାନଙ୍କ ପାଠ ପଢା ପ୍ରତି ଧ୍ୟାନମଗ୍ନ ହୋଇ ନପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ମିଶ୍ରିତ ଦିନଟିଏ । ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ । ଭଗ୍ନ ସ୍ୱାସ୍ଥ୍ୟ କାର୍ଯ୍ୟ ଦକ୍ଷତାରେ ପ୍ରଭାବ ପକାଇବ । ଖର୍ଚ୍ଚକୁ ମାର୍ଜିତ କର । ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବ । ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଆଜି, ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ରହିବାକୁ ସତର୍କ କରି ଦିଆହେଉଛି । ଗୋପନୀୟ ବିଷୟ ଗୁଡିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ, ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ କରିବା ନୈତିକତା ଦୃଷ୍ଟିକୋଣରୁ ମଧ୍ୟ ଭୁଲ ଅଟେ । ନିଜେ ଶାନ୍ତ ରହନ୍ତୁ ଏବଂ ପରିସ୍ଥିତି କିମ୍ବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କଲାବେଳେ ଆତ୍ମବିଶ୍ୱାସୀ ରୁହନ୍ତୁ । ଅବଶ୍ୟ, ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.