ETV Bharat / bharat

ଆଜିର ରାଶିଫଳ: ସଫଳତା ସାଉଁଟିବେ ଏହି ରାଶିର ବ୍ୟକ୍ତି, ଏମାନଙ୍କ ବଢ଼ିବ ଅଯଥା ଖର୍ଚ୍ଚାନ୍ତ - DAILY RASIFALA

author img

By ETV Bharat Odisha Team

Published : Sep 1, 2024, 12:01 AM IST

Today Rasifal Horoscope 1 September Sunday: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ହେବେ ଖର୍ଚ୍ଚାନ୍ତ । କେଉଁମାନେ ଭୋଗିବେ ଶାରୀରିକ ଓ ମାନସିକ ପୀଡ଼ା । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Etv Bharat
Etv Bharat (Etv Bharat)

ମେଷ: ଆପଣଙ୍କ ଭାବ ପ୍ରବଣତା ଲୁଚାଇବା କିମ୍ୱା ନିୟନ୍ତ୍ରଣ କରିବା ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷା ସ୍ୱରୁପ ହେବ । ଏହା ଆପଣଙ୍କର ପ୍ରବୃତି ନୁହେଁ ଯେ ଆପଣ ନିଜର ଭିତର ଭାବନାକୁ ସହଜରେ ତ୍ୟାଗ କରିପାରିବେ । କିନ୍ତୁ ଆପଣ ଏଥିରେ କିଛି କରିପାରିବେ ନାହିଁ । ନିଜର ଯତ୍ନ ନିଅନ୍ତୁ । ଆଜି ଆପଣହ୍କୁ କିଛି ଲୋକ ନିଜ ଦେଖାଇବା ପାଇଁ ଚେଷ୍ଟା କରିବେ । ମାନସିକଭାବରେ ଚିନ୍ତାଗ୍ରସ୍ତ ରହିବେ । ଥଣ୍ଡା, କାଶ ଜନୀତ ସମସ୍ୟା ଭୋଗିପାରନ୍ତି । ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଆଜି ମାପିଚୁମି କଥା କୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ବୃଷ: ଆପଣ ଦିନସାରା ହାଲୁକା ଏବଂ ଖୁସୀ ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ, କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ନିଜ ଅତି ପ୍ରିୟ ଲୋକମାନଙ୍କ ସହ ବୁଲାବୁଲି କରିବାକୁ ବାହାରକୁ ଯାଇପାରନ୍ତି । କର୍ମ ଚଞ୍ଚଳ ରହିବେ । ଭବିଷ୍ୟତ ପାଇଁ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ପ୍ରେମୀକ ପ୍ରେମୀକାମାନଙ୍କ ପାଇଁ ଆଜିର ଦିନଟି ହସଖୁସିରେ କଟିବ । ବିବାହକୁ ନେଇ ଲାଗିରହିଥିବା ସମସ୍ୟା ଦୂର ହେବ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ମିଥୁନ: ଆଜି ଆପଣ ଚାହୁଥିବା କାର୍ଯ୍ୟରେ ବିଳମ୍ବ ହେବ । ମାତ୍ର ଉପଯୁକ୍ତ ଫଳ ମିଳିବ । ଆଜି କିଛି କଥାକୁ ନେଇ ମନ ଅସ୍ତିର ହୋଇପାରେ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ । କାର୍ଯ୍ୟସ୍ଥଳରେ ବ୍ୟସ୍ତତା ଲାଗି ରହିବ । ମାତ୍ର ନିଜ କାମ ପାଇଁ କାର୍ଯ୍ୟ ଶେଷରେ ପ୍ରସଂଶିତ ହେବେ । ଆଜି ବାହାରକୁ ବୁଲାବୁଲି କରିବାକୁ ନଯିବା ଆପଣଙ୍କ ପାଇଁ ଭଲ । ନିଜ ବାହ୍ୟ ଖର୍ଚ୍ଚକୁ ସୀମିତ କରନ୍ତୁ । ନିଜ ଅତି ପାଖ ଲୋକ ସହ ଆପଣଙ୍କ ଶତ୍ରୁତା ହୋଇପାରେ । ଏଥିପ୍ରତି ସାବଧାନ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ରହିବ । ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେବ । ଆଜିର ଦିନ ଆପଣଙ୍କ ପାଇଁ ଅତି ଶୁଭ ଦିନ । ବନ୍ଧୁ ଏବଂ ପ୍ରୀୟଜନଙ୍କ ଗହଣରେ ସମୟ ବିତାଇବେ । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭବାନ ହେବେ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ । ସୁସ୍ବାଦୁ ଭୋଜନ ଯୋଗ ରହିଛି । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

ସିଂହ: ଅନ୍ୟମାନଙ୍କ କଥାକୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ । ନଚେତ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାଁନ୍ତୁ ନାହିଁ । ଅତ୍ୟଧିକ ଯୂକ୍ତିତର୍କରୁ ଦୁରେଇ ରହନ୍ତୁ, ନଚେତ ଆଇନଗତ ସମସ୍ୟା ସୃଷ୍ଟି କରିବ । ଆଜି ଦୂର ଯାତ୍ରା କରିବା ଆପଣଙ୍କ ପାଇଁ ଶୁଭଙ୍କର ହୋଇନପାରେ । ପରିଶ୍ରମ ଅନୁସାରେ ଫଳ ମିଳିନପାରେ । ନିଜ କଟୁ କଥା ପାଇଁ ସମାଲୋଚିତ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

କନ୍ୟା: ଆପଣଙ୍କ ରାଶି ଚକ୍ର ଅନୁସାରେ ଆଜି ଭାବପ୍ରବଣତା ଭରା ଦିନ ରହିବ । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତିତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ଘୋଷଣା କରିପାରନ୍ତି । ଆଜି ଭାଗ୍ୟଶାଳୀ ହୋଇପାରେ । ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ବାଣିଜ୍ୟ ବ୍ୟବସାୟରେ ଲାଭ ହିଁ ଲାଭ ପାଇବେ । ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ । ଧନ ଆସିବାର ଯୋଗ ରହିଛି । ଯାନବାହନ କିଣିପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜିଦିନ ଭାଗ୍ୟଶାଳୀ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ପାଇବେ । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ । କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ଆଶା ଅନୁସାରେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରିୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସୀଭରା ରହିବ । ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ କରିବା ପାଇଁ ବାହାରକୁ ବୁଲିବାକୁ ଯାଇପାରନ୍ତି । ଭକ୍ତି ଚିତ୍ତ ରହିବ । କର୍ମଚଞ୍ଚଳ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ବିଛା: ଆଜି ସମସ୍ତ କାର୍ଯରେ ଆପଣଙ୍କୁ ସମସ୍ୟାର ସମ୍ନା କରିବାକୁ ପଡ଼ିପାରେ । ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରୁଥିଲା ଏହାକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଅନ୍ତୁ । କୋର୍ଟ କଚ୍ଚେରି କାର୍ଯ୍ୟରେ ଛନ୍ଦି ହୋଇପାରନ୍ତି । ଜୀବନ ଆଜି ସଂଘର୍ଷମୟ ରହିବ । ଆପଣ ମାନ୍ଦା ଅନୁଭବ କରିବେ ଏବଂ ଦିନସାରା ବ୍ୟସ୍ତ ରହିବେ । ନିଜକୁ ଆଳସ୍ୟ ଅନୁଭବ କରିପାରନ୍ତି । ଆଜି ଟଙ୍କା ନେଣଦେଣ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ଧନୁ: ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ । ଆଜି ଆପଣଙ୍କୁ ଚିନ୍ତା ଘେରି ରହିବ । ଧନବ୍ୟୟର ଯୋଗ ରହିଛି । ବ୍ୟବସାୟରେ ସମସ୍ୟା ଦେଖା ଦେବ । କୌଣସି କଥାକୁ ନେଇ ଚିନ୍ତାରେ ରହିବେ । ପଡ଼ୋଶୀଙ୍କ ସହ ମତାନ୍ତର ଦେଖା ଦେବ । ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ । ଅଧିକ ଖର୍ଚ୍ଚାନ୍ତ ହେବେ । ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିବେ । ମହିଳାମାନେ କଥା କହିବା ସମୟରେ ସାବଧାନତା ସହ କଥା କୁହନ୍ତୁ । କର୍ମ ଅନୁସାରେ ଫଳ ମିଳି ନପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ। ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ। ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମୌଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ଉପରେ ନିର୍ଭରଶୀଳ ହେବେ । ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ, ପରିବାର ସହିତ ପ୍ରେମଭାବ ଏବଂ ହସଖୁସୀରେ ସମୟ ବିତିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

ମୀନ: ଆପଣଙ୍କର ସୃଜନଶୀଳ ପ୍ରତିଭା ଯୋଗୁଁ ଆପଣ ଆଜି ସାହିତ୍ୟ ସମ୍ୱନ୍ଧୀୟ କୌଣସି ନୂତନ ତଥ୍ୟ ଲୋକଲୋଚନାକୁ ଆଣିପାରନ୍ତି । ଏହା ଆପଣଙ୍କ ଦକ୍ଷତାର ପ୍ରମାଣ ଦେଇପାରେ । ଲେଖାଲେଖିରେ ମଧ୍ୟ ଆପଣ ସମୟ ବିନିଯୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମାଳାପ ତଥା ମୌଜ ମଜଲିସରେ ସମୟ ଅତିବାହିତ ହେବ । ଆଜିର ପ୍ରେମଭରା ଜୀବନରେ ଅଲିଭା ସ୍ମୃତି ହୋଇ ରହିପାରେ । ବିଦ୍ୟାର୍ଥିମାନେ ସଫଳତା ଅର୍ଜନ କରିବା ପାଇଁ ଆଜି ଏକ ଶୁଭ ଦିନ । ଜଳର ଉତ୍ସଠାରୁ ନିଜକୁ ଦୂରେଇ ରଖିବା ବିଧେୟ ଅଟେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ , ନହେଲେ ଦିନଟି ବ୍ୟର୍ଥ ହୋଇ ଯାଇପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.