ଓଡିଶା

odisha

ଅସୁରକ୍ଷିତ ଗଜରାଜ: ସାତକୋଶିଆରେ ପୁଣି ହାତୀର ମୃତ୍ୟୁ

By

Published : Jun 28, 2022, 9:24 AM IST

ସାତକୋଶିଆ ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ଟିକରପଡା ବନାଞ୍ଚଳର ସୁନାଖଣିଆ ନିକଟରେ ହାତୀ ମୃତଦେହ ମିଳିଛି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ନେଇ ଡିଏଫଓଙ୍କ ସୂଚନା । ଅଧିକ ପଢନ୍ତୁ ଇଟିଭି ଭାରତ, ଅନୁଗୋଳ

elephant death in satkosia Sanctuary
ଅସୁରକ୍ଷିତ ଗଜରାଜ: ସାତକୋଶିଆରେ ପୁଣି ହାତୀର ମୃତ୍ୟୁ

ଅନୁଗୋଳ:ସାତକୋଶିଆ ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ନେଇ ଡିଏଫଓ ସୂଚନା ଦେଇଛନ୍ତି । ଟିକରପଡା ବନାଞ୍ଚଳର ସୁନାଖଣିଆ ନିକଟରେ ହାତୀ ମୃତଦେହ ମିଳିଛି । ତେବେ କେଉଁ ରୋଗରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ସାତକୋଶିଆ ବନ୍ୟପ୍ରାଣୀ ଡାକ୍ତର କିଶୋର ସାହୁ ମୃତ ହାତୀର ଚିକିତ୍ସା କରୁଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details