ଓଡିଶା

odisha

ବିରାଜିଲେ ରାମଲାଲା: ସୋନୁ ନିଗମ-ଶଙ୍କର ମହାଦେବନଙ୍କ ଭଜନରେ ଗୁଞ୍ଜିଲା ଅଯୋଧ୍ୟା

By ETV Bharat Odisha Team

Published : Jan 22, 2024, 1:52 PM IST

Published : Jan 22, 2024, 1:52 PM IST

Ram Mandir Pran Pritishtha Ceremony: ଆଜିର ଦିନ ଭାରତ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ବିରାଜିଛନ୍ତି ରାମଲାଲା । ଉତ୍ସବମୁଖର ଅଯୋଧ୍ୟା ନଗରୀ ସମେତ ବିଶ୍ବ । ତେବେ ଏହି ସମାରୋହରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି, ସେଲିବ୍ରିଟି ସାମିଲ ହୋଇଥିଲେ । ଆଜି ଶ୍ରୀ ରାମଲାଲାଙ୍କ ଆଗମନରେ ସାରା ବିଶ୍ବ ଉତ୍ସାହିତ ଜୟ ଶ୍ରୀରାମଙ୍କ ନାରାରେ ଗୁଞ୍ଜୁଛି ସାରା ବିଶ୍ବ । 

ଏହି ଅବସରରେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଶଙ୍କର ମହାଦେବନଙ୍କ ରାମ ଭଜନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଯୋଧ୍ୟାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବିକି କୌଶଲ, କ୍ୟାଟ୍ରିନା କୈଫ, ରଣବୀର କପୁର, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତ, ଅମିତାଭ ବଚ୍ଚନ, ଆୟୁଷ୍ମାନ ଖୁରାନା, ଜ୍ୟାକି ଶ୍ରଫ, ଅନୁପମ ଖେର, ରଜନୀକାନ୍ତ, ଅମିତାଭ ବଚ୍ଚନଙ୍କ ସମେତ ଅନେକ ସେଲିବ୍ରିଟି ସାମିଲ ହୋଇଛନ୍ତି । ଏହି ସମୟରେ ସମସ୍ତ ତାରକାଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: AI ଟେକ୍ନୋଲୋଜି ଦ୍ବାରା ଶ୍ରୋତା ଶୁଣିଲେ ଲତାଙ୍କ କଣ୍ଠର ରାମ ଭଜନ

ABOUT THE AUTHOR

...view details