ମନମୋହୁଛି ଦେବକା ସି-ଫ୍ରଣ୍ଟ, ନମୋ ପାଥରେ ଫଟୋ ଉଠାଇଲେ ଧର୍ମେନ୍ଦ୍ର - ଦେବକା ସି ଫ୍ରଣ୍ଟରେ ଧର୍ମେନ୍ଦ୍ର
Tourist Destination Devka Seafront: ସ୍ବଦେଶ ପର୍ଯ୍ୟଟନକୁ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ନିକଟରେ ମାଳଦ୍ବୀପ ପରିବର୍ତ୍ତେ ଲାକ୍ଷାଦ୍ବୀପ ଭ୍ରମଣ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ 2023ରେ ଦେବକା ସି-ଫ୍ରଣ୍ଟର ଉଦଘାଟନ କରିଥିଲେ ମୋଦି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବକା ସି-ଫ୍ରଣ୍ଟରେ ନିଜର ଅନୁଭୂତି ବଖାଣି ଏକ୍ସ ଫଟୋ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ।
Published : Feb 16, 2024, 2:55 PM IST