ଓଡିଶା

odisha

ETV Bharat / photos

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ସୋହା-କୁନାଲ, ଦେଖନ୍ତୁ ଫଟୋ - ସୋହା ଅଲି ଖାନ କୁନାଲ ଖେମୁ

Soha-Kunal Wedding Anniversary: ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଦମ୍ପତି ସୋହା ଅଲି ଖାନ ଏବଂ କୁନାଲ ଖେମୁ ଆଜି ସେମାନଙ୍କର ୯ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ସୋହା ଅଲି ଖାନ ଏବଂ କୁନାଲ ଖେମୁ 2015ରେ ବିବାହ କରିଥିଲେ । ଅଭିନେତ୍ରୀ କିଛି ଫଟୋ ସେୟାର କରି ନିଜ ବିବାହ ଯାତ୍ରାର ଝଲକ ଦେଖାଇଛନ୍ତି । ନଜର ପକାନ୍ତୁ ଏହି ଫଟୋ ଉପରେ,

By ETV Bharat Odisha Team

Published : Jan 25, 2024, 2:12 PM IST

ସୋହା ଅଲି ଖାନ ଏବଂ କୁନାଲ ଖେମୁ ବଲିଉଡର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ
2015ରେ ସୋହା କୁନାଲଙ୍କୁ ବିବାହ କରିଥିବା ବେଳେ ଆଜି ଏହି ଦମ୍ପତି ୯ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି
ସୋହା ସୁନ୍ଦର ଫଟୋ ସେୟାର କରି ନିଜ ବିବାହ ଯାତ୍ରାର ଝଲକ ଦେଖାଇଛନ୍ତି
ସୋହା ସେୟାର କରିଥିବା ଫଟୋରେ ଉଭୟଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି
ସୋହା ଏହି ଫଟୋସେୟାର କରି କ୍ୟାପସନରେ ଲାଲ ହାର୍ଟ ସହ ଲେଖିଛନ୍ତି, 'Yes Please'
ସେପଟେ କୁନାଲ ଉଭୟଙ୍କ ଏକ କ୍ୟୁଟ ଭିଡିଓ ସେୟାର କରି ପତ୍ନୀଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି
କୁନାଲ ଭିଡିଓ ସେୟାର କରି ଲେଖିଛନ୍ତି, 'ଆଜି ଆମ ବିବାହର ଜନ୍ମଦିନ' ।
ସୋହା-କୁନାଲ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ଉଭୟ ମଜାଳିଆ ଫଟୋ ମଧ୍ୟ ସେୟାର କରିଥାନ୍ତି
କୁନାଲ ଏବଂ ସୋହାଙ୍କ ଏକ ଝିଅ ମଧ୍ୟ ରହିଛନ୍ତି । ଯାହାଙ୍କ ନାଁ ଇନାୟା ଅଟେ ।
ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ଉଭୟଙ୍କୁ ବିବାହ ବାର୍ଷିକୀ ଶୁଭକାମନା ଜଣାଇଛନ୍ତି

ABOUT THE AUTHOR

...view details