ଓଡିଶା

odisha

ମହିଳା ସଶକ୍ତିକରଣର ବାର୍ତ୍ତା ସହ ହସ୍ତତନ୍ତକୁ ପ୍ରୋତ୍ସାହନ, ଏସପି ସାଗରିକା ନାଥ ବି ସାମିଲ

By ETV Bharat Odisha Team

Published : Mar 16, 2024, 10:16 PM IST

Women Empowerment: ମହିଳା ସଶକ୍ତିକରଣର ବାର୍ତ୍ତା ନେଇ ବାଲେଶ୍ବରରେ ହୋଇଛି 'She Rises' କାର୍ଯ୍ୟକ୍ରମ । ଯେଉଁଥିରେ ଓଡ଼ିଶାର ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ମହିଳା ଶାଢୀ ପିନ୍ଧି ସେଲିବ୍ରେଟ୍ କରୁଥିବାର ନଜର ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବାଲେଶ୍ବର ଏସପି ସାଗରିକା ନାଥ ।
ବାଲେଶ୍ବରରେ ମହିଳାଙ୍କ 'ସି ରାଇଜେସ' କାର୍ଯ୍ୟକ୍ରମ
ଏସପି ସାଗରିକା ନାଥ ଦେଲେ ମହିଳା ସଶକ୍ତିକରଣର ବାର୍ତ୍ତା
ହସ୍ତତନ୍ତ ଶାଢୀ ପରିଧାନ କରି ଜୋରଦାର ସେଲିବ୍ରେସନ କଲେ ମହିଳା
ମହିଳାଙ୍କ ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ଫଟୋ ପୋଜ ଦେଲେ ବାଲେଶ୍ବର ଏସପି ସାଗରିକା ନାଥ

ABOUT THE AUTHOR

...view details