ସ୍କାଏ ବ୍ଲ୍ୟୁ ଆଉଟଫିଟରେ ମନ୍ଦାନାଙ୍କ ଜବରଦସ୍ତ ଲୁକ୍. ରଶ୍ମିକାଙ୍କ ଗ୍ଲାମରସ ଲୁକ୍ର ସବୁବେଳେ ଦିୱାନା ଫ୍ୟାନ୍ସ. ଲଭ୍ ପୋଜ ଦେଉଛନ୍ତି ରଶ୍ମିକା. ଚୁଲବୁଲି ରଶ୍ମିକାଙ୍କୁ ଖୁବ ପସନ୍ଦ କରନ୍ତି ଦର୍ଶକ. ନିଅନ୍ ରଙ୍ଗର ଶାଢୀରେ ନ୍ୟାସନାଲ କ୍ରସ ରଶ୍ମିକା. 'ଆନିମଲ' ଫିଲ୍ମର ଗୀତାଞ୍ଜଳି ୱେଷ୍ଟର୍ଣ୍ଣ ହେଉ କି ଟ୍ରାଡିସନାଲ ସବୁଥିରେ ଲାଗନ୍ତି ଖୁବ ସୁନ୍ଦର. ରଶ୍ମିକାଙ୍କ ଫ୍ଲୋରାଲ ପ୍ରିଣ୍ଟ ଶାଢୀ ଲୁକ୍. ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଗ୍ଲାମରସ ଫଟୋ ସେୟାର କରନ୍ତି ରଶ୍ମିକା. ରଶ୍ମିକାଙ୍କ ଲେହେଙ୍ଗା ଲୁକ୍. ରଶ୍ମିକାଙ୍କ ସ୍ମାଇଲର ଦିୱାନା ଫ୍ୟାନ୍ସ