ଓଡିଶା

odisha

ଦେଶୀ ଲୁକରେ ଇଣ୍ଟରନେଟର ପାରା ବଢାଇଲେ ଦେଶୀ ଗାର୍ଲ - Priyanka Chopra

By ETV Bharat Odisha Team

Published : Aug 25, 2024, 10:55 AM IST

Priyanka Chopra Latest Pictures: ବର୍ତ୍ତମାନ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଭାରତରେ ଅଛନ୍ତି । ଏହି ସମୟରେ ସେ ମୁମ୍ୱାଇରେ ନିଜ ଭାଇଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଏହି ଉତ୍ସବରେ ପ୍ରିୟଙ୍କା ମେଜେଣ୍ଟା ବା ଗାଢ ଗୋଲାପୀ ରଙ୍ଗର ଶାଢୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । (@priyankachopra, instagram)
ଦେଶୀ ଲୁକରେ ଫ୍ୟାନ୍ସଙ୍କୁ ଫିଦା କଲେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା । (@priyankachopra, instagram)
ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ମୁମ୍ୱାଇରେ ଥିବା ବେଳେ ସେ ନିଜ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହରେ ସାମିଲ ହୋଇଥିଲେ। (@priyankachopra, instagram)
ଏହି ଉତ୍ସବରେ ପ୍ରିୟଙ୍କା ମେଜେଣ୍ଟା ବା ଗାଢ ଗୋଲାପୀ ରଙ୍ଗର ଶାଢୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । (@priyankachopra, instagram)
ନିଜ ଇନଷ୍ଟାଗ୍ରାମରେ ପ୍ରିୟଙ୍କା ନିଜ ପାରମ୍ପରିକ ଲୁକର କିଛି ଫଟୋ ସେୟାର କରିଛନ୍ତି । (@priyankachopra, instagram)
ପ୍ରିୟଙ୍କାଙ୍କ ଏହି ଫଟୋ ସେୟାର ହେବା 24 ଘଣ୍ଟା ନପୁରୁଣୁ ଏହାକୁ 12 ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ କମେଣ୍ଟ ବର୍ଷା କରିଛନ୍ତି । (@priyankachopra, instagram)
ପ୍ରିୟଙ୍କାଙ୍କ ଦେଶୀ ଲୁକକୁ ସମସ୍ତେ ବେଶ ପସନ୍ଦ କରିବା ସହ ତାଙ୍କ ସୌନ୍ଦର୍ଯ୍ୟର ଖୁବ ପ୍ରଶଂସା କରିଛନ୍ତି। (@priyankachopra, instagram)
ପ୍ରିୟଙ୍କା ଚୋପ୍ରାଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କ ହଲିଉଡ ଫିଲ୍ମ 'ଦ ବ୍ଲଫ'ରେ ନଜର ଆସିବେ। (@priyankachopra, instagram)
ପ୍ରିୟଙ୍କା ଚୋପ୍ରା ଅଭିନେତ୍ରୀ ସହ ନିର୍ମାତା ମଧ୍ୟ ଅଟନ୍ତି । ତାଙ୍କ ନିର୍ମିତ ମରାଠୀ ଫିଲ୍ମ 'ପାନି' ଅକ୍ଟୋବର 18, 2024ରେ ରିଲଜ ହେବ । (@priyankachopra, instagram)

ABOUT THE AUTHOR

...view details