ଓଡିଶା

odisha

ଉତ୍ତମ ରୋଗୀ ସେବା ପାଇଁ ସମ୍ମାନ, ଫୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ ହେଲେ ମାଲକାନଗିରି ସଂଯୁକ୍ତା - National Florence Nightingale Award

By ETV Bharat Odisha Team

Published : Sep 11, 2024, 8:54 PM IST

ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ରାଜ୍ୟରୁ ୧୫ଜଣଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭଵନ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ନର୍ସିଂ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । (@rashtrapatibhvn)
ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର (@rashtrapatibhvn)
ଓଡ଼ିଶାର ସଂଯୁକ୍ତା ସେଠୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି (@rashtrapatibhvn)
ବିଭିନ୍ନ ରାଜ୍ୟରୁ ୧୫ଜଣ ମଧ୍ୟ ସମ୍ମାନିତ (@rashtrapatibhvn)
ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନରେ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି (@rashtrapatibhvn)
ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ସମାରୋହ (@rashtrapatibhvn)

ABOUT THE AUTHOR

...view details