ପ୍ରାଣ ପ୍ରତିଷ୍ଠା ଉତ୍ସବ, କର୍ତ୍ତା ହେବା ପୂର୍ବରୁ ବିଭିନ୍ନ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା - pm modi
![](https://etvbharatimages.akamaized.net/etvbharat/prod-images/21-01-2024/1200-675-20563449-thumbnail-16x9-modi.jpg)
ଆସନ୍ତାକାଲି ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନ ହେବା ପୂର୍ବରୁ ଏକାଧିକ ଦକ୍ଷିଣ ଭାରତୀୟ ମନ୍ଦିର ଭ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖନ୍ତୁ ଫଟୋ
Published : Jan 21, 2024, 10:34 PM IST