ଜନ୍ମଦିନ ଅବସରରେ ପୁଅ ଅନନ୍ତ ଅମ୍ବାନିଙ୍କ ସହ ସିଦ୍ଧି ବିନାୟକ ମନ୍ଦିରରେ ମୁକେଶ ଅମ୍ବାନି. ସିଦ୍ଧି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଉଭୟ ବାପା ଓ ପୁଅ. କଡ଼ା ସୁରକ୍ଷା ବଳୟ ଭିତରେ ମନ୍ଦିରରେ ଦର୍ଶନ କରିବା ସହ ଗଣପତି ବାପ୍ପାଙ୍କ ଆଶୀର୍ବାଦ ନେଇଛନ୍ତି ମୁକେଶ ଓ ଅନନ୍ତ. ଆକାଶ ଅମ୍ବାନି ମଧ୍ୟ ନିଜ ବାପାଙ୍କ ଶୁଭ ମନାସି ବାବୁଲନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି. ପାରମ୍ପରିକ ପୋଷାକ ପରିଧାନ କରି ମନ୍ଦିରରେ ପୂଜା କରୁଥିବାର ନଜର ଆସିଛନ୍ତି ଆକାଶ