ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ଚର୍ଚ୍ଚାରେ ରହିଛି ପାନବରଜ ବୁଥ. କାକଟପୁରର ଏକ ମତଦାନ କେନ୍ଦ୍ରକୁ ପାନବରଜ ଶୈଳୀରେ ସଜାଯାଇଛି. କାକଟପୁରର ଏହି ବୁଥ ଦେଖିଲେ ଏହା ଯେ କେହି ବି ଭ୍ରମରେ ପଡିବ. ଏହା ବୁଥ ନା ପାନବରଜ. ମତଦାନ କେନ୍ଦ୍ରକୁ ପାନବରଜ ଶୈଳୀରେ ସଜା ଯାଇଛି. ଏହି ପାନବରଜ ମତଦାନ କେନ୍ଦ୍ର ଅଞ୍ଚଳର ଭୋଟରଙ୍କୁ ଖୁବ୍ ଆକୃଷ୍ଟ କରୁଛି