ଓଡିଶା

odisha

ETV Bharat / photos

ଫଟୋରେ ଖବର: ଦୁଇ ଦଶନ୍ଧି ମଧ୍ୟରେ ଗ୍ରାମୀ ପୁରସ୍କାର ପାଇଛନ୍ତି ଏହି ଭାରତୀୟ

By ETV Bharat Odisha Team

Published : Feb 8, 2024, 6:49 AM IST

ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2000 ମସିହା ପରଠାରୁ ଗ୍ରାମୀ ପୁରସ୍କାର ପାଇଥିବା ଭାରତୀୟଙ୍କ ତାଲିକା ।
ଏଆର ରହମାନ, 2008ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ଜାକିର ହୁସେନ 2008ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
କପଲ୍ୟାଣ୍ଡ 2022ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ନିଲା ଭସୱାନୀ 2015ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ତନୱି ସାହା 2008ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ଫୁଲୁ 2023ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ଗୁଲଜାର 2008ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ଚନ୍ଦ୍ରିକା ଟଣ୍ଡୋନ 2010ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ପିଏ. ଦୀପକ 2008 ଓ 2022ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ରବି ଶଙ୍କର 2013 ଏବଂ 2014ରେ ଗ୍ରାମୀ ପୁରସ୍କାର ପାଇଥିଲେ ।
ଏଚ. ଶ୍ରୀଧର 2008ରେ ଗ୍ରାମୀ ପୁରସ୍କାର ପାଇଥିଲେ ।

ABOUT THE AUTHOR

...view details