ଓଡିଶା

odisha

By ETV Bharat Odisha Team

Published : Jan 31, 2024, 1:12 PM IST

ETV Bharat / photos

ଫଟୋରେ ଖବର: ଅନେକ ଥର ବଜେଟ ଉପସ୍ଥାପନ କରିଛନ୍ତି ଏହି ଅର୍ଥମନ୍ତ୍ରୀ, ସମ୍ଭାଳିଥିଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଭାର

Who presented Most Number of Budget: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି(ଗୁରୁବାର) ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ସ୍ବାଧୀନ ଭାରତରେ କେଉଁ ଅର୍ଥମନ୍ତ୍ରୀ କେତେ ଥର ବଜେଟ ଉପସ୍ଥାପନ କରିଛନ୍ତି ? ନଜର ପକାନ୍ତୁ ଏହି ତାଲିକା ଉପରେ
ମୋରାଜୀ ଦେଶାଇ ସର୍ବାଧିକ 10ଥର ବଜେଟ ଉପସ୍ଥାପନ କରି ରେକର୍ଡ କରିଛନ୍ତି ।
ପି. ଚିଦାମ୍ବରମ୍ 9 ଥର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବରେ 8 ଥର ବଜେଟ ଉପସ୍ଥାପନ କରିଛନ୍ତି ।
ସିଡି ଦେଶମୁଖ 7 ଥର ବଜେଟ୍ ଉପସ୍ଥାପନା କରିଥିଲେ ।
7ଥର ବଜେଟ ଉପସ୍ଥାପନା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଯଶୋବନ୍ତ ସିହ୍ନା ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅର୍ଥମନ୍ତ୍ରୀ ଭାବେ 6 ଥର ବଜେଟ ଉପସ୍ଥାପନ କରିଥିଲେ ।
5 ଥର କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିଛନ୍ତି ଯଶୱନ୍ତ ରାଓ ଚୌହାନ ।
ଅରୁଣ ଜେଟଲୀ ମଧ୍ୟ ସଂସଦରେ 5ଥର ବଜେଟ ଉପସ୍ଥାପନା କରିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନା କରିବେ ।

ABOUT THE AUTHOR

...view details