ଓଡିଶା

odisha

ବଜେଟ ପୂର୍ବରୁ ଶେଷ ହେଲା ‘ହାଲଓ୍ବା ସେରିମନି’, ଦେଖନ୍ତୁ ଫଟୋ

By ETV Bharat Odisha Team

Published : Jan 26, 2024, 8:54 AM IST

ବଜେଟ ଉପସ୍ଥାପନା ପୂର୍ବରୁ ପାଳନ କରାଯାଉଥିବା ପରମ୍ପରା 'ହାଲୱା ସମାରୋହ'ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବଜେଟ ସମ୍ବନ୍ଧୀୟ ଦଲିଲ ଗୁଡ଼ିକର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅଧିକାରୀମାନଙ୍କ ପାଇଁ 'ଲକ୍-ଇନ୍' ଅବଧି ଆରମ୍ଭ ହୋଇଯାଇଛି ।
'ହାଲୱା ସମାରୋହ'ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବଜେଟ ସମ୍ବନ୍ଧୀୟ ଦଲିଲ ଗୁଡ଼ିକର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ହାଲୱା ସେରମନି
ଏହା ପରେ ବଜେଟ ମୁଦ୍ରିତ ହେବା କାମ ଆରମ୍ଭ ହେବ
ଏହି କାର୍ଯ୍ୟକ୍ରମ ହେଉଛି ବଜେଟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ
ଜାନୁଆରୀ 31ରେ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଫେବୃଆରୀ ପହିଲାରେ ବଜେଟ ଆଗତ କରିବେ ସୀତାରମଣ ।
ଫେବୃଆରୀ 1ରେ ବଜେଟ ଉପସ୍ଥାପିତ ହେବା ସହ 9 ତାରିଖରେ ଏହି ଅଧିବେଶନ ଶେଷ ହେବ ।
ଅର୍ଥମନ୍ତ୍ରୀ ବଜେଟ ସହିତ ଜଡିତ କର୍ମଚାରୀ, ବଜେଟ ମୁଦ୍ରଣ ସହିତ ଜଡିତ କର୍ମଚାରୀ ଏବଂ ଅର୍ଥ ଅଧିକାରୀଙ୍କୁ ହଲୱା ବଣ୍ଟନ କରିଥାନ୍ତି ।
1980 ପରଠାରୁ, ଦିଲ୍ଲୀର ସଚିବାଳୟ ବିଲ୍ଡିଂରେ ଥିବା ଉତ୍ତର ବ୍ଲକ୍ ବେସମେଣ୍ଟ ବଜେଟ ମୁଦ୍ରଣ ପାଇଁ ସ୍ଥାୟୀ ସ୍ଥାନ ଭାବରେ ପ୍ରତିଷ୍ଠିତ ହେଲା

ABOUT THE AUTHOR

...view details