ଓଡିଶା

odisha

ଆଜି ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ରତ୍ନବେଦୀରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ - jagannath temple

By ETV Bharat Odisha Team

Published : Jun 22, 2024, 11:06 AM IST

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅନନ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମା । ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଜାରି ରହିଥିବା ବେଳେ ଆଉ କିଛି ସମୟ ମଧ୍ୟରେ ସ୍ନାନ ନୀତି ଆରମ୍ଭ ହେବ । ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦେଖନ୍ତୁ ଶ୍ରୀକ୍ଷେତ୍ରର କିଛି ଦିବ୍ୟ ଝଲକ.... (ରତ୍ନବେଦୀରେ ତିନିଠାକୁର)
ରତ୍ନବେଦୀରେ ତିନିଠାକୁର (@JagannathaDhaam)
ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି (@JagannathaDhaam)
ରତ୍ନବେଦୀରେ ଚାଲିଛି ନୀତିକାନ୍ତି (@JagannathaDhaam)
ତଡପଲାଗି ବେଶରେ ଶ୍ରୀଜଗନ୍ନାଥ (@JagannathaDhaam)
ତଡପଲାଗି ବେଶରେ ଦେବୀ ସୁଭଦ୍ରା (@JagannathaDhaam)
ମହାପ୍ରଭୁଙ୍କ ମଙ୍ଗଳି ଆଳତି (@JagannathaDhaam)
ରତ୍ନବେଦୀରେ ତିନିଠାକୁର (@JagannathaDhaam)
ସଜେଇ ହୋଇଛି ଶ୍ରୀକ୍ଷେତ୍ର (@JagannathaDhaam)
ସେବାୟତଙ୍କ ଭିଡରେ ରତ୍ନବେଦୀ (@JagannathaDhaam)

ABOUT THE AUTHOR

...view details