ଓଡିଶା

odisha

DTC ବସରେ ଯାତ୍ରା କଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଫଟୋ - Rahul Travelled In Bus

By ETV Bharat Odisha Team

Published : Aug 29, 2024, 9:02 AM IST

ବସରେ ଯାତ୍ରା କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନୂଆଦିଲ୍ଲୀର ସରୋଜିନୀ ନଗର ବସ ଡିପ୍ପୋରୁ ସେ DTC ବସରେ ଯାତ୍ରା କରିଛନ୍ତି। କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି। (Congress (X))
ସାଧାରଣ ଲୋକଙ୍କ ସହ ହାତ ମିଳାଇବା ସହ ଆଲୋଚନା କଲେ ରାହୁଲ। (Congress (X))
DTC ବସରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। (Congress (X))
DTC ବସରେ ରାହୁଲଙ୍କ ଯାତ୍ରା ସମୟର ଫଟୋ। (Congress (X))
ବସ କର୍ମଚାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଲେ ରାହୁଲ। (Congress (X))
କର୍ମଚାରୀ ଓ ଯାତ୍ରୀଙ୍କ ସହ ଆଲୋଚନା କଲେ ରାହୁଲ। (Congress (X))

ABOUT THE AUTHOR

...view details