ଓଡିଶା

odisha

ETV Bharat / photos

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ: ୩ ରଥକୁ ଉଠିଲା କଳସ, ଓଲଟ ଶୁଆ ଏବଂ ଅଁଳା - Chariot Construction

By ETV Bharat Odisha Team

Published : Jul 4, 2024, 6:38 PM IST

ବୁଧବାର ୩ ରଥର ଦୁଆର ବେଢ଼ା ଚନ୍ଦ୍ର ଶାଳୀରେ ' ଧ୍ଵଜବତା ' ଫିଟିଂ ସହ ଡ଼ମଣିବତା ଫିଟିଂ ହୋଇଥିଲା । ଆଜି ତିନି ରଥକୁ କଳସ, ଓଲଟ ଶୁଆ ଏବଂ ଅଁଳା ଉଠିଛି। ୩ ରଥର ବେଦୀ ପାର୍ଶ୍ଵ ପଟା ତଳେ ହଂସ ପଟା ବାଡିଆ ଓ ତିନି ରଥରେ ଘୋଡ଼ା ସେଟିଂ ପାଇଁ ଇସ ଏବଂ ଯୁଆଳି ନିର୍ମାଣ ଶେଷ ହୋଇଛି । (ETV Bharat Odisha)
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । (ETV Bharat Odisha)
୩ ରଥର ଦୁଆର ବେଢ଼ା ଚନ୍ଦ୍ର ଶାଳୀରେ ' ଧ୍ଵଜବତା ' ଫିଟିଂ ହୋଇଛି । (ETV Bharat Odisha)
୩ ରଥର ବେଦୀ ପାର୍ଶ୍ଵ ପଟା ତଳେ ହଂସ ପଟା ବାଡିଆ ସମ୍ପୂର୍ଣ୍ଣ ହୋଇଛି । (ETV Bharat Odisha)
ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ କଣ୍ଟା ବସିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । (ETV Bharat Odisha)
ଚିତ୍ରକାର ସେବକମାନଙ୍କୁ ରଙ୍ଗ ଚିତ୍ର କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି ରୂପକାର ସେବକ । (ETV Bharat Odisha)
ରଥଯାତ୍ରା ପାଇଁ ଉତ୍ସବମୁଖର ବଡଦାଣ୍ଡ । (ETV Bharat Odisha)
ତିନି ରଥକୁ ଉଠିଲା କଳସ ଓଲଟ ଶୁଆ ଏବଂ ଅଁଳା । (ETV Bharat Odisha)

ABOUT THE AUTHOR

...view details