ଏହାର ଇଞ୍ଜିନ ସମ୍ପର୍କରେ କଥା ହେଲେ ଏଥିରେ 1.158cc. V4 ଇଞ୍ଜିନ ଲାଗିଛି ।. ଯାହାକି 170bhp ପାୱାର ଓ 9.000rpmରେ 124Nm ଟର୍କ ଉତ୍ପନ୍ନ କରେ ।. ଆସନ୍ତା ମାସରୁ ଅନ୍ତର୍ଜାତୀୟ ବଜାରରେ ଏହି ବାଇକ ବିକ୍ରି ହେବାକୁ ଯାଉଛି ।. ମାତ୍ର ଆସନ୍ତା ବର୍ଷ ଏହା ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି ।. ଏହି ବାଇକ୍ର ଲୁକ ସମ୍ପୂର୍ଣ୍ଣ ଭାବେ ରେସ୍ ବାଇକ ପରି ହୋଇଛି ।