ଶୀତ ଦିନେ ସକାଳେ ସନ୍ଧ୍ୟାରେ ଗରମ ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାସ୍ କରି ସନ୍ଧ୍ୟାବେଳେ ସମସ୍ତେ କିଛି ହେଲ୍ଦି ଓ ଟେଷ୍ଟି ଖାଇବାକୁ ମନ ବଳାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛୁ ଭେଜ୍ ସୁପ୍ ରେସିପି । ଏହା ପାଟିକୁ ଯେମିତି ସୁଆଦିଆ ଦେହ ପାଇଁ ବି ସେମିତି ହିତକର । ଆପଣ ଘରେ ପୁରା ରେସ୍ତୋରାଁ ଷ୍ଟାଇଲରେ ଏହି ଭେଜିଟେବୁଲ ସୁପ୍ ପ୍ରସ୍ତୁତ କରି ନିଜ ପରିବାର ଲୋକଙ୍କୁ ପରଷି ପାରିବେ । ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ
ଆବଶ୍ୟକୀୟ ସାମଗ୍ରୀ:
- ବଟର
- କଟା ଅଦା, ରସୁଣ
- ମକା
- ଗ୍ରୀନ ମଟର
- ବିନ୍ସ
- ଗାଜର
- ସ୍ପ୍ରିଙ୍ଗ ଓନିଅନ
- କ୍ୟାପ୍ସିକମ
- କଟା ପତ୍ରକୋବି
- ବ୍ରୋକଲି (ଚାହିଁଲେ)
- କନଫ୍ଲୋର
- ଭିନେଗାର
- ଗୋଲମରିଚ ଗୁଣ୍ଡ
- ସ୍ବାଦ ଅନୁସାରେ ଲୁଣ
- ଟମାଟୋ ସସ୍, ଚିଲି ସସ୍
ସବୁ ପରିବାକୁ ଟିକିଟିକି କରି କାଟି ରଖନ୍ତୁ ।