ହାଇଦ୍ରାବାଦ:୬୯ତମ ଶୋଭା ଫିଲ୍ମଫେୟାର ପୁରସ୍କାର ସାଉଥ 2024 ଶନିବାର (ଅଗଷ୍ଟ 3) ହାଇଦ୍ରାବାଦର JRC ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ତାରକା ଅଂଶଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ନିର୍ମାତା, ଗାୟକ ଏବଂ ଅନ୍ୟ କ୍ରୁ ସଦସ୍ୟମାନେ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଫିଲ୍ମରେ ଏଥିରେ ପୁରସ୍କୃତ କରାଯାଇଥିଲା । ସାଉଥ ତାରକା ନାନୀଙ୍କ ଫିଲ୍ମ 'ଦଶେରା' ୬ଟି ପୁରସ୍କାର ପାଇଥିବାବେଳେ 'ବାଲାଗମ୍' ତେଲୁଗୁରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ସମେତ ୬ଟି ପୁରସ୍କାର ଲାଭ କରିଛି । ସେହିପରି ତାମିଲରେ ସିଦ୍ଧାର୍ଥଙ୍କ ଚଳଚ୍ଚିତ୍ର 'ଚିଠା' ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ସମେତ ୭ ଟି ପୁରସ୍କାର ହାତେଇଛି ।
୬୯ ତମ ଚଳଚ୍ଚିତ୍ର ପୁରସ୍କାରର ତେଲୁଗୁ ଏବଂ ତାମିଲ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା...
ତେଲୁଗୁ:-
- ଶ୍ରେଷ୍ଠ ଚଳଚ୍ଚିତ୍ର: ବାଲାଗମ୍
- ଶ୍ରେଷ୍ଠ ନିର୍ଦ୍ଦେଶକ: ଭେନୁ ୟେଲାଣ୍ଡି (ବାଲାଗମ)
- ଶ୍ରେଷ୍ଠ ସହ-ଅଭିନେତ୍ରୀ: ରୂପା ଲକ୍ଷ୍ମୀ (ବାଲାଗମ୍)
- ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ: ଶ୍ରୀକାନ୍ତ ଓଡେଲା (ଦଶେରା), ଶୌରୀଭ (ହାଏ ନାନ୍ନା)
- ଶ୍ରେଷ୍ଠ ଅଭିନେତା ଲିଡ ରୋଲ୍: ନାନି (ଦଶେରା)
- ଶ୍ରେଷ୍ଠ ଅଭିନେତ୍ରୀ ଲିଡ ରୋଲ୍: କିର୍ତ୍ତୀ ସୁରେଶ (ଦଶେରା)
- ଶ୍ରେଷ୍ଠ ସିନେମାଟୋଗ୍ରାଫି: ସାଥିଆନ୍ ସୋରିୟାନ୍ (ଦଶେରା)
- ଶ୍ରେଷ୍ଠ କୋରିଓଗ୍ରାଫି: ପ୍ରେମ ରକ୍ଷୀତ୍ (ଧମ୍ ଧାମ ଧୋଷ୍ଟାନ୍-ଦଶେରା)
- ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: କୋଲା ଅବିନାଶ (ଦଶେରା)
- ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ପ୍ରକାଶ ରାଜ (ରଙ୍ଗା ମାର୍ଥାଣ୍ଡା), ନବୀନ ପଲିଶେଟି (ମିସ୍ ଶେଟ୍ଟୀ, ମିସେସ୍ ପଲିଶେଟି)
- ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): ସାଇ ରାଜେଶ (ବେବି)
- ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ବୈଷ୍ଣବ ଚୈତନ୍ୟ (ବେବି)
- ଶ୍ରେଷ୍ଠ ଗୀତ: ଅନନ୍ତ ଶ୍ରୀରାମ (ଓ ରେଣ୍ଡୁ ପ୍ରେମା ମେଘାଲିଲା- ବେବି)
- ଶ୍ରେଷ୍ଠ ପ୍ଲେକ୍ ଗାୟକ: ଶ୍ରୀରାମ ଚନ୍ଦ୍ର (ଓ ରେଣ୍ଡୁ ପ୍ରେମା ମେଘାଲିଲା-ବେବି)
- ଶ୍ରେଷ୍ଠ ସହ- ଅଭିନେତା: ବ୍ରାହ୍ମଣନ୍ଦମ୍ (ରଙ୍ଗା ମାର୍ଥାଣ୍ଡା), ରବି ତେଜା (ୱାଲ୍ଟେର୍ ଭେରାୟା)
- ଶ୍ରେଷ୍ଠ ଡେବ୍ୟୁ ପୁରୁଷ: ସଂଗୀତ ଶୋଭାନ୍ (ମେଡ୍)
- ଶ୍ରେଷ୍ଠ ସଂଗୀତ ଆଲବମ୍: ବେବି (ବିଜୟ ବୁଲଗାନିନ୍)
- ଶ୍ରେଷ୍ଠ ପ୍ଲେକ୍ ଗାୟିକା: ଶ୍ୱେତା ମୋହନ (ମସ୍ତାରୁ ମସ୍ତାରୁ-ସାର୍)
ତାମିଲ:-
- ଶ୍ରେଷ୍ଠ ଚଳଚ୍ଚିତ୍ର: ଚିଠା
- ଶ୍ରେଷ୍ଠ ନିର୍ଦ୍ଦେଶକ: ଏସ ୟୁ ଅରୁଣ କୁମାର (ଚିଠା)
- ଶ୍ରେଷ୍ଠ ଅଭିନେତ୍ରୀ: ନିମିଷା ସାଜୟାନ୍ (ଚିଠା)
- ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ସିଦ୍ଧାର୍ଥ (ଚିଠା)
- ଶ୍ରେଷ୍ଠ ସହ-ଅଭିନେତ୍ରୀ: ଅଞ୍ଜଳି ନାୟାର (ଚିଠା)
- ଶ୍ରେଷ୍ଠ ସଂଗୀତ ଆଲବମ୍: ଧିବୁ ନିନାନ୍ ଥୋମାସ୍ ଏବଂ ସନ୍ତୋଷ ନାରାୟଣନ୍ (ଚିଠା)
- ଶ୍ରେଷ୍ଠ ପ୍ଲେକ୍ ଗାୟିକା: କାର୍ତ୍ତିକା ବୈଦ୍ୟନାଥନ୍ (କଙ୍ଗଲ୍ ଇଡୋ-ଚିଠା)
- ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ): ବିଦୁଥାଲାଇ: ଭାଗ (ଭେଟ୍ରି ମାରନ୍)
- ଶ୍ରେଷ୍ଠ ଅଭିନେତା: ବିକ୍ରମ (ପୋନିୟିନ୍ ସେଲଭାନ୍- ଭାଗ 2)
- ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ଐଶ୍ୱର୍ଯ୍ୟା ରାଜେଶ (ଫରହାନା), ଅପର୍ଣ୍ଣ ଦାସ (ଦାଦା)
- ଶ୍ରେଷ୍ଠ ସହ-ଅଭିନେତା: ଫାହାଦ୍ ଫାସିଲ୍ (ମମାନ୍ନ୍)
- ଶ୍ରେଷ୍ଠ ଗୀତ: ଇଲାଙ୍ଗୋ କୃଷ୍ଣନ୍ (ଆଗା ନାଗା- ପୋନିୟିନ୍ ସେଲଭାନ୍ ଭାଗ 2)
- ଶ୍ରେଷ୍ଠ ପ୍ଲେକ୍ ଗାୟକ: ହରିଚରଣନ୍ (ଚିନ୍ନଞ୍ଜୀର ନିଲାଭେ- ପୋନିୟିନ୍ ସେଲଭାନ୍ ଭାଗ 2)
- ଶ୍ରେଷ୍ଠ ସିନେମାଟୋଗ୍ରାଫି: ରବି ଭର୍ମନ୍ (ପୋନିୟିନ୍ ସେଲଭାନ୍ ଭାଗ 2)
- ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: ଥୋଟା ଥାରାନି (ପୋନିୟିନ୍ ସେଲଭାନ୍ ଭାଗ 2)