Good Video: ଗୋଟିଏ ଅମୃତଭଣ୍ତା ଗଛରେ ଫଳିଛି ପ୍ରାୟ ୨ଶହ ଫଳ - ଆନ୍ଧ୍ରପ୍ରଦେଶରେ ଗୋଟିଏ ଗଛରେ ଫଳିଛି ୨୦୦ ଅମୃତଭଣ୍ତା

🎬 Watch Now: Feature Video

thumbnail

By

Published : Apr 2, 2022, 8:24 PM IST

Updated : Feb 3, 2023, 8:21 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ପେରାଭାଲି ମଣ୍ଡଳର ଖଣ୍ତାଭଲି ଏବଂ ଆନ୍ନାଭାରାପଡୁ ମଧ୍ୟରେ ଥିବା ଜାତୀୟ ରାଜପଥ ନିକଟରେ ରହିଛି ଏକ ବିରଳ ଅମୃତ ଭଣ୍ତା ଗଛ । ଯେ କେହି ଏ ଗଛଟିକୁ ଦେଖିଲେ ଆଖି ଲାଖିଯିବ । କାହିଁକିନା ଗୋଟିଏ ଅମୃତଭଣ୍ତା ଗଛରେ ଫଳଛି ପ୍ରାୟ ୨ଶହ ଅମୃତଭଣ୍ତା । ଏହି ଗଛରେ ୧୫ଟି ଶାଖା ବି ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.