୫ ବର୍ଷର ଛୁଆକୁ ନିର୍ମମ ଭାବେ ପିଟିଲେ ଶିକ୍ଷୟିତ୍ରୀ, ଭିଡିଓ ଭାଇରାଲ - ୫ ବର୍ଷର ଛୁଆକୁ ପିଟିଲେ ଶିକ୍ଷକ

🎬 Watch Now: Feature Video

thumbnail

By

Published : Jul 12, 2022, 10:38 PM IST

ଲକ୍ଷ୍ନୌ: ପାଠ ନ କରିବାରୁ ୫ ବର୍ଷର ଛୁଆକୁ ନିର୍ମମ ଭାବେ ପିଟିଲେ ଶିକ୍ଷୟିତ୍ରୀ । ସେ ପିଲାଟିକୁ ୩୦ ସେକେଣ୍ଡ ଭିତରେ ୧୦ ଚାପୁଡା ମାରିଲେ । ଶିକ୍ଷୟିତ୍ରୀଙ୍କ ଏହି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓଟି ଉତ୍ତରପ୍ରଦେଶ ଉନ୍ନାଓର ଏକ ପ୍ରାଥମିକ ବିଦ୍ୟାଳୟର ହୋଇଥିବା ଜଣାପଡିଛି । ସେହିପରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ମଧ୍ୟ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.