WATCH VIDEO : ଦାଣ୍ଡରେ ଚାଲିଛି ଶାଶୁ-ବୋହୂଙ୍କ ମାରପିଟ୍ - ଦାଣ୍ଡରେ ଚାଲିଛି ଶାଶୁ-ବୋହୂଙ୍କ ମାରପିଟ
🎬 Watch Now: Feature Video
ଚଣ୍ଡିଗଡ଼: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବୃଦ୍ଧାଙ୍କୁ ଜଣେ ମହିଳା ଆକ୍ରମଣ କରୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ, ତାରନତରଣନ ଅନ୍ତର୍ଗତ ସୁରବିନ୍ଦ ଗ୍ରାମରେ ଘଟିଥିବା ଏହି ଭିଡିଓ । ଭିଡିଓରେ ଜଣେ ବୋହୂ ତାଙ୍କ ବୃଦ୍ଧା ଶାଶୁଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ। ଭିଡିଓରେ ଦେଖାଯାଇଥିବା ବୃଦ୍ଧା ମହିଳାଙ୍କ ନାମ ପ୍ରୀତମ କୌର ବୋଲି କୁହାଯାଉଛି। ତେବେ ଏହି ଲଢ଼େଇ ପଛର କାରଣ ବିଷୟରେ କୌଣସି ସୂଚନା ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ