Watch Video: ନିୟନ୍ତ୍ରଣ ହରାଇ ମାଡିଗଲା କାର୍, ଜଣେ ମୃତ

By

Published : Jun 6, 2022, 8:00 PM IST

thumbnail

ଥିରୁଅନନ୍ତପୁରମ: ସୋମବାର ୱାୟନାଡର ପାନାମାରାମରେ ଜଣେ କାର୍ ଚାଳକ ନିୟନ୍ତ୍ରଣ ହରାଇ ଦୁଇ ଚକିଆ ଯାନ ଉପରେ ମାଡି ଯାଇଛି । ଫଳରେ ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । କାରଟି ଶେଷରେ ଏକ କାନ୍ଥକୁ ଧକ୍କା ଦେଇ ଅଟକି ଯାଇଥିଲା । ଘଟଣାରେ କାର ଡ୍ରାଇଭର ଏବଂ ଯାତ୍ରୀମାନେ ଆହତ ହୋଇଛନ୍ତି। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.