ପାଣି-କାଦୁଅକୁ ନୃତ୍ୟଶିଳ୍ପୀଙ୍କ ନାହିଁ ଖାତିର: ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମନମୁଗ୍ଧକର ଓଡିଶୀ ନୃତ୍ୟ

By

Published : Jul 9, 2022, 5:11 PM IST

thumbnail
ପୁରୀ: ସେ ମନମୋହନ, ରସିକ ନାଗର । ତା' ମନ ମୋହିବାକୁ ଭକ୍ତ କରେ କେତେ ଉପାସନା, ବ୍ରତ... ଗାଏ ପୁଣି କେତେ ଭକ୍ତି ଗୀତ, ଜଣାଣ । ମନ ମୋହିବାକୁ ଗୀତ ଗୋବିନ୍ଦ, ଓଡିଶୀ ଭଙ୍ଗୀରେ କରେ ନୃତ୍ୟ ପ୍ରଦର୍ଶନ । ଦେଖନ୍ତୁ କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରାରେ କିପରି ପାଣି, କାଦୁଅକୁ ଖାତିର ନକରି ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟାଙ୍ଗନା । କାଳିଆର ଆଗମନ ପାଇଁ ଭଜନ-ଜଣାଣ ଆଉ ନୃତ୍ୟ ପ୍ରଦର୍ଶନୀରେ ପୁରିଯାଉଛି ଭକ୍ତ ନୟନ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.