ଦୁର୍ଲଭ ସୁନାବେଶ: ଦେଖନ୍ତୁ ମହାପ୍ରଭୁଙ୍କ ସୁନାବେଶର ଅପୂର୍ବ ଦୃଶ୍ଯ

By

Published : Jul 10, 2022, 5:57 PM IST

thumbnail
ପୁରୀ: ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶରେ ସଜେଇ ହେଉଛନ୍ତି ତିନିଠାକୁର । ଭିନ୍ନ ଭିନ୍ନ ସ୍ବତନ୍ତ୍ର ଅଳଙ୍କାରରେ ବେଶ କରୁଛନ୍ତି ସେବାୟତ । ଏ ଦୁର୍ଲଭ ଦର୍ଶନ ପାଇଁ ସିଂହଦ୍ବାର ସମ୍ମୁଖରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଦେଖନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବେଶ ସମୟର ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.