thumbnail

By

Published : Jul 10, 2020, 7:44 PM IST

ETV Bharat / Videos

ବିକାଶ ଦୁବେର ମୃତ୍ୟୁ ପରେ କଣ କହୁଛନ୍ତି ଶହୀଦଙ୍କ ସମ୍ପର୍କୀୟ, ଦେଖନ୍ତୁ ଭିଡ଼ିଓ

କାନପୁରର କୁଖ୍ୟାତ ଅପରାଧି ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ସେପଟେ ବିକାଶର ମୃତ୍ୟୁ ପରେ ସଦିଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାର ଖୁସିବ୍ୟକ୍ତ କରିଛନ୍ତି । ଏନେଇ କଣ କହୁଛନ୍ତି ସହିଦଙ୍କ ସମ୍ପର୍କୀୟ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ..

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.