Viral Video:ଗରବାରେ ଝୁମିଲା କୁନି ପୁଅ,ଭାଇରାଲ ହେଲା ଭିଡିଓ - ଗୁଜୁରାଟ ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15761903-thumbnail-3x2-oppp.jpg)
ଗାନ୍ଧୀନଗର : ନବରାତ୍ରୀରେ ଗରବା ଓ ଦାଣ୍ଡିଆରେ ସାଧାରାଣତ ଝୁମିଥାନ୍ତି ସଭିଏଁ । ହେଲେ ଏକ କୁନି ପିଲା ଯାହାର ବୟସ ଚାରିରୁ ୬ ବର୍ଷ ମଧ୍ୟରେ ହେବ । ଏ କୁନି ପିଲାଟି ଗରବାର ତାଳେ ତାଳେ ନାଚୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।