କାଉଡ଼ିଆଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା ! - ଉତ୍ତରାଖଣ୍ଡରେ କାଉଡ଼ିଆଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା

🎬 Watch Now: Feature Video

thumbnail

By

Published : Jul 22, 2022, 8:48 PM IST

ଡେରାଡୁନ୍‌: ଶ୍ରାବଣ ମାସରେ ପ୍ରତ୍ୟେକ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ବିଭିନ୍ନ ନଦୀରୁ ଜଳ ଆଣି ଆସୁଛନ୍ତି କାଉଡ଼ିଆ । ହରିଦ୍ବାରରେ ଜଳ ନେଇ କାଉଡ଼ିଆ ପହଞ୍ଚବା ବେଳେ ସେମାନଙ୍କ ଉପରେ ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ଫୁଲ ବର୍ଷା କରିଛନ୍ତି ଉତ୍ତରାଖଣ୍ଡ ସରକାର । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.