thumbnail

By

Published : Oct 4, 2022, 1:07 PM IST

ETV Bharat / Videos

ପାଇକ ଆଖଡ଼ାରେ ଅସ୍ତ୍ରଶସ୍ତ୍ର ପୂଜନ, ପାରମ୍ପରିକ ରଣକୌଶଳ ପ୍ରଦର୍ଶନ

ଦଶହରା ଅବସରରେ ପାରଳାଖେମୁଣ୍ଡିଠାରେ ଗଜପତି ରାଜବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପାଇକ ଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି । ଅଷ୍ଟମୀ ଠାରୁ ତିନି ଦିନ ଧରି ଆଖଡା ପୂଜା ହୁଏ । ଶେଷ ଦିନରେ ମା' ଦୁର୍ଗାଙ୍କୁ ପୂଜା କରି ଅସ୍ତ୍ରଶସ୍ତ୍ର ଆଖଡାରେ ରଖାଯାଏ । ଏହି ପରିପ୍ରେକ୍ଷୀରେ ପିଲାଠାରୁ ବୁଢ଼ାଯାଏ ସଭିଏଁ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ବହୁ ପୂରାତନ ପରମ୍ପରା ଏବେ ବି ସେଠାରେ ଦେଖିବାକୁ ମିଳିଛି । ଇଟିଭି ଭାରତ, ଗଜପତି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.