ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଝରଣା ପାଣି - ତ୍ରିରଙ୍ଗା ରଙ୍ଗ ଝରଣା ପାଣି

🎬 Watch Now: Feature Video

thumbnail

By

Published : Aug 9, 2022, 10:49 AM IST

ହାଇଦ୍ରାବାଦ: ତ୍ରିରଙ୍ଗା ରଙ୍ଗରେ ବହି ଯାଉଛି ଝରଣା ପାଣି । ସାରା ଜାହାଁସେ ଆଚ୍ଛା ଗୀତ ସହ ରଙ୍ଗୀନ ଝରଣାର ଅପରୂପ ଦୃଶ୍ୟ ମନ ମୋହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି ଏହି ଦୃଶ୍ୟର ତାରିଫ କରିଛନ୍ତି । ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡିନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.