thumbnail

By

Published : Jul 6, 2020, 12:49 PM IST

ETV Bharat / Videos

ଶ୍ରାବଣ ପ୍ରଥମ ସୋମବାର: ଖାଁ ଖାଁ ହୁମା ମନ୍ଦିର

ସମ୍ବଲପୁର: ଆଜି ଶ୍ରାବଣମାସ ପ୍ରଥମ ସୋମବାର । ପ୍ରତ୍ୟେକ ଶିବ ମନ୍ଦିରେରେ ପ୍ରବଳ ଭିଡ଼ ଜମିଥାଏ । ହେଲେ, ଚଳିତ ଥର କୋରୋନା କଟକଣା ଥିବାରୁ କାଉଡିଆଙ୍କ ବୋଲବମ ଶବ୍ଦ ଶୁଣିବାକୁ ମିଳୁନି ମନ୍ଦିରରେ । ସମ୍ବଲପୁରର ହୁମା ମନ୍ଦିର ମଧ୍ୟ ଭକ୍ତ ବିନା ଖାଁ ଖାଁ ଲାଗୁଛି । କେବଳ ମନ୍ଦିର ଭିତରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.