Ratha Yatra 2022: ତିନିରଥର କପଡା ପ୍ରସ୍ତୁତିରେ ଦରଜୀ ସର୍ଦ୍ଦାର - ଦରଜୀ ସେବକଙ୍କ କାର୍ଯ୍ୟ ପ୍ରଣାଳୀ

🎬 Watch Now: Feature Video

thumbnail

By

Published : Jun 28, 2022, 6:51 PM IST

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ପ୍ରକ୍ରିୟା । ତିନି ରଥରେ ଲାଗିବାକୁ ଥିବା କପଡ଼ାରେ ସୁନ୍ଦର ସୁନ୍ଦର କଳାକୃତି ତିଆରିରେ ଲାଗିଛନ୍ତି ଦରଜୀ ସେବକ । କେବଳ ତିନି ରଥରେ କପଡ଼ା ପଡ଼ିବା ପରେ ସମସ୍ତ କାର୍ଯ୍ୟ ଶେଷ ହେବ । ମହାପ୍ରଭୁଙ୍କ ରଥ ପାଇଁ ସମସ୍ତ କପଡ଼ା ସାମଗ୍ରୀ ଏହି ସେବକମାନେ ତିଆରି କରିଥାନ୍ତି । ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ନେତୃତ୍ବରେ 17 ଜଣ ଦରଜୀ ସେବକ ଶ୍ରୀଜୀଉଙ୍କ ତିନି ରଥ ପାଇଁ କପଡ଼ାରେ ସୁନ୍ଦର କାରୁକାର୍ଯ୍ୟ ଥିବା ଚିତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.