thumbnail

ରଥଖଳାରେ ଆହତ ହେଲେ ବିଶ୍ୱକର୍ମା ମହାରଣା

By

Published : Jun 25, 2022, 5:15 PM IST

ପୁରୀ: ରଥନିର୍ମାଣ ସମୟରେ ଆହତ ହେଲେ ବିଶ୍ୱକର୍ମା ମହାରଣା । ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନରସିଂହ ମହାପାତ୍ର ଆହତ ହୋଇଥିବା ସୂଚନା ମିଳିଛି । ରଥ ପଟାବାଡ଼ିଆ ବେଳେ ଏକ କାଠଖଣ୍ଡ ମୁଣ୍ଡ ଉପରେ ପଡିଯିବାରୁ ସେ ଆହତ ହୋଇଥିବା ଜଣାପଡିଛି । ଏହାପରେ ତାଙ୍କୁ ରଥଖଳାରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.