ଅମ୍ବାଜୀ ମନ୍ଦିରରେ ମହାଆଳତୀ କଲେ ପ୍ରଧାନମନ୍ତ୍ରୀ ମୋଦି - ଗବ୍ବର ତୀର୍ଥରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
🎬 Watch Now: Feature Video
ଗାନ୍ଧୀନଗର: ଗୁଜରାଟର ବଣଷକଣ୍ଠରେ ଗବ୍ବର ତୀର୍ଥରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଦେବୀ ମାଆ ଅମ୍ବାଜୀଙ୍କ ଗାଥା ଶୁଣିଥିଲେ । ଏହାପରେ ମହାଆଳତୀରେ ଯୋଗ ଦେଇଥିଲେ । ବଣଷକଣ୍ଠରେ ଥିବା ଅମ୍ବାଜୀ ମନ୍ଦିରରେ ମାଆଙ୍କ ଆରାଧନା କରିଥିଲେ ।