ବ୍ରହ୍ମପୁରରେ ଜନତା କର୍ଫ୍ଯୁକୁ ବିପୁଳ ସମର୍ଥନ - କୋରୋନା ଭାଇରସ ମାହାମାରୀ

🎬 Watch Now: Feature Video

thumbnail

By

Published : Mar 22, 2020, 11:38 PM IST

ବ୍ରହ୍ମପୁର: ସମଗ୍ର ମାନବ ଜାତି ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଛି ମହାମାରୀ କୋରୋନା । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଛି । ଏହି ମହାମାରୀରେ କାର୍ଯ୍ୟକରୁଥିବା ଡାକ୍ତର,ପୋଲିସ, ଗଣମାଧ୍ୟମ,ସାମ୍ବାଦିକଙ୍କୁ ଉତ୍ସାହିତ କରିବା ପାଇଁ କରତାଳି ମାରିବା ସହ ଘଣ୍ଟଘଣ୍ଟା ବଜାଇ ଦେଶର ଜନତା ସମର୍ଥନ କରିଛନ୍ତି । ରବିବାର ବ୍ରହ୍ମପୁରରେ ମଧ୍ୟ ଜନତା କର୍ଫ୍ୟୁ ପାଳନ ପରେ ସାଧାରଣଲୋକେ କରତାଳି ଦେଇ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.