ବ୍ରହ୍ମପୁରର ମା' କାଳିକା ମନ୍ଦିରରେ ମହାନବମୀ ପୂଜାର୍ଚ୍ଚନା - ମା କାଳିକା ଠାକୁରାଣୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା
🎬 Watch Now: Feature Video
ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର । ଏହି ଅବସରରେ ବ୍ରହ୍ମପୁର ସହରର ସାନ ଠାକୁରାଣୀ ଭାବରେ ପରିଚିତ ରହିଥିବା ମା' କାଳିକା ଠାକୁରାଣୀ ମନ୍ଦିରରେ ଚାଲିଛି ମାଆଙ୍କ ମହାଷ୍ଟମୀ ଯୁକ୍ତ ମହାନବମୀ ପୂଜା । ପୀଠରେ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ଚାଲିଛି ମା'ଙ୍କ ପୁଜାର୍ଚ୍ଚନା । ଗତ ଦୁଇ ବର୍ଷ ପରେ ବିନା କଟକଣାରେ ଭକ୍ତ ମାଙ୍କୁ ଦର୍ଶନ କରୁଥିବାରୁ ବେଶ ଖୁସି ରହିଥିବା ଦେଖାଯାଇଛି । ବ୍ରହ୍ମପୁର ସହରର କାଳିକା ଠାକୁରାଣୀ ମନ୍ଦିରରେ କିପରି ଚାଲିଛି ମା'ଙ୍କ ନବରାତ୍ରୀ ପୂଜା ଏ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ