ବଡ ଏକାଦଶୀରେ ମହାପ୍ରଭୁଙ୍କ ନିକଟରେ ଲାଗିହୁଏ ଚୁଡ଼ା ଘସା - ମହାପ୍ରଭୁଙ୍କ ସୁନାବେଶ

🎬 Watch Now: Feature Video

thumbnail

By

Published : Jul 11, 2022, 9:13 AM IST

ପୁରୀ: ସୁନାବେଶ ବା ରାଜାଧିରାଜ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ । ରବିବାର ସୁନାବେଶ ବଡ ଏକାଦଶୀରେ ମହାପ୍ରଭୁଙ୍କ ନିକଟରେ ଲାଗିହୁଏ ଚୁଡ଼ା ଘସା । ଭକ୍ତଙ୍କ ଦ୍ବାରା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଚୁଡ଼ା ଘସା । ଶୁଣନ୍ତୁ ଏନେଇ କଣ କହୁଛନ୍ତି ପୂଜା ପଣ୍ଡା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.